Underplayed Gems

Bajiba Lo Sahanai (2023)

Bajiba Lo Sahanai poster
Directed by
Ashutosh Mahapatra
Country
India
The 3D catalogue: film cases on wooden shelves, with the cat sitting at the counter next to its greeting.

The catalogue in 3D

The film shelves have a room of their own that you can walk around in. The cat behind the counter is the AI Catbot, and they pick real films from the same catalogue when you tell them what you feel like watching. Nothing is for sale, here or in there. Go in from here and this film is already out on the counter, with more like it waiting on the shelf next to it.

More films like this

How it feels

A man navigates his relationships and daily life in rural Odisha. The film follows his interactions with family and community against a backdrop of local music and tradition.

earthyfolk-infusedgroundedmusicalpersonaleverydayobservational

What happens

ବାଜିବଲୋ ସାହାନାଇ ୨୦୨୩ ମସିହାରେ ମୁକ୍ତିଲାଭ କରିଥିବା ଏକ ଓଡ଼ିଆ କଥାଚିତ୍ର । ଏହି କଥାଚିତ୍ରଟିର ପ୍ରଯୋଜନା କରିଥିଲେ ଜନ୍ମେଜୟ ଡୋଗ୍ରା । ଅଭିନେତା ତଥା ଜଣାଶୁଣା ନାଟ୍ୟକାର ଆଶୁତୋଷ ମହାପାତ୍ର ଏହି କଥାଚିତ୍ରଟିର କାହାଣୀ, ଚିତ୍ରନାଟ୍ୟ ଓ ବିଶ୍ୱଙ୍କ ସହ ମିଶି ସଂଳାପ ରଚନା କରିଥିଲେ ଏବଂ ନିର୍ଦ୍ଦେଶନା ଦେଇଥିଲେ । ସଙ୍ଗୀତକାର ତାପସ ଦାସ ଓ ଅମୃତାଂଶୁ ପଟ୍ଟନାୟକ ଏହି କଥାଚିତ୍ରଟିର ସ୍ୱର ସଂଯୋଜନା କରିଥିଲେ । ଏହି କଥାଚିତ୍ରଟିର ମୁଖ୍ୟ ଭୂମିକାରେ ଅଭିନୟ କରିଥିଲେ ଅମ୍ଳାନ ଦାସ, ଝିଲିକ୍ ଭଟ୍ଟାଚାର୍ଯ୍ୟ ଓ ସମ୍ବିତ ଆଚାର୍ଯ୍ୟ । ରାଇମୋହନ ପରିଡ଼ା, ପ୍ରତିଭା ପଣ୍ଡା, ଧରିତ୍ରୀ ଖଣ୍ଡୁଆଳ, ଆଶୁତୋଷ ମହାପାତ୍ର, ଜୟୀରାମ ସାମଲ, ଅଶ୍ରୁମୋଚନ ମହାନ୍ତି, ମନିଷା ମିଶ୍ର ଆଦି କଳାକାରମାନେ ଏହି କଥାଚିତ୍ରଟିର ବିଭିନ୍ନ ଭୂମିକାରେ ଅଭିନୟ କରିଥିଲେ । ଏହି କଥାଚିତ୍ରଟିର ଶୀର୍ଷକ ଆଶୁତୋଷଙ୍କ ରଚିତ ପ୍ରଥମ ଯାତ୍ରା ନାଟକ ବାଜିବଲୋ ସାହାନାଇ ଶୀର୍ଷକରେ ହିଁ ନିର୍ମିତ ହୋଇଥିଲା, ଯାହାକି ଗୌରୀ ଗଣନାଟ୍ୟଦ୍ୱାରା ପ୍ରଦର୍ଶିତ ହୋଇଥିଲା । ୨୦୨୩ ମସିହାର ମାର୍ଚ୍ଚ ୩ ତାରିଖରେ ପ୍ରେକ୍ଷାଳୟରେ ମୁକ୍ତିଲାଭ କରିଥିଲା ଏହି କଥାଚିତ୍ରଟି । (from Wikipedia, CC BY-SA)

More like this

This page is from Underplayed Gems. Not quite it? You can browse by genre, country and year, or take this one into the 3D catalogue and ask the Catbot for something closer.