To Pain Pheribi Rahila Rana (2023)

- Directed by
- Sanjay Nayak
- Genre
- comedy horror
- Country
- India
How it feels
A group of people in Odisha get caught up in comic and spooky situations. The film blends humor with horror elements.
comediclightheartedplayfulquirkysillyspooky-liteupbeat
What happens
ତୋ' ପାଇଁ ଫେରିବି ରହିଲା ରାଣ ୨୦୨୩ ମସିହାରେ ଦୂରଦର୍ଶନରେ ମୁକ୍ତିଲାଭ କରିଥିବା ଏକ ଓଡ଼ିଆ କଥାଚିତ୍ର । ଏହି କଥାଚିତ୍ରଟିର କାହାଣୀ ରଚନା କରିଥିଲେ ଦିଲ୍ଲୀପ ଦାସ । ବି ଚନ୍ଦନ କୁମାର ଏହି କଥାଚିତ୍ରଟିର ସଂଳାପ ରଚନା କରିଥିଲେ । ଏହି କଥାଚିତ୍ରଟିର ଚିତ୍ରନାଟ୍ୟ ଲେଖିଥିଲେ ଦେବଦୀଦତ୍ତ ମହାନ୍ତି । ନିର୍ଦ୍ଦେଶକ ସଞ୍ଜୟ ନାୟକ ଏହି କଥାଚିତ୍ରଟିର ପ୍ରଯୋଜନା କରିଥିଲେ ଏବଂ ନିର୍ଦ୍ଦେଶନା ଦେଇଥିଲେ । ସଙ୍ଗୀତକାର ବୈଦ୍ୟନାଥ ଦାଶ ଏହି କଥାଚିତ୍ରଟିର ସ୍ୱର ସଂଯୋଜନା କରିଥିଲେ । ଏହି କଥାଚିତ୍ରଟିର ମୁଖ୍ୟ ଭୂମିକାରେ ଅଭିନୟ କରିଥିଲେ ଲିପ୍ସା ମିଶ୍ର ଓ ବିକ୍ରମ ମହାନ୍ତି । ଦିବ୍ୟାଶା, ଅଂଶୁମାନ, ଉଷସୀ ମିଶ୍ର, ଶକ୍ତି ବରାଳ ଆଦି କଳାକାରମାନେ ଏହି କଥାଚିତ୍ରଟିର ବିଭିନ୍ନ ଭୂମିକାରେ ଅଭିନୟ କରିଥିଲେ । (from Wikipedia, CC BY-SA)
More like this
- Odavum Mudiyathu Oliyavum Mudiyathu (2023)
- DD Returns (2023)
- Kunjamminis Hospital (2023)
- Pei Kottu (2025)
- Namo Bhoothathma 2 (2023)
- Romancham (2023)
- Bohu Ama Bichhuati (2023)
- Subham (2025)
Browse movies and series
press Enter to search by title, your filters still apply · for something by mood, tap Discover
Lists: Korean thrillers worth the evening · Anime films beyond Studio Ghibli · Slow films for a rainy night · Horror that unsettles instead of startling · Series you can finish in a weekend · Nordic crime worth the subtitles · Good films that end in under 90 minutes · Documentaries that play like thrillers
Loading movies…