Love In London (2023)

- Original title
- ଲଭ୍ ଇନ୍ ଲଣ୍ଡନ୍
- Directed by
- Tapas Sargharia
- Genre
- action, romance, thriller
- Country
- India
- Runtime
- 2h 08m
- Rated
- UA
- Elsewhere
- IMDb

The catalogue in 3D
The film shelves have a room of their own that you can walk around in. The cat behind the counter is the AI Catbot, and they pick real films from the same catalogue when you tell them what you feel like watching. Nothing is for sale, here or in there. Go in from here and this film is already out on the counter, with more like it waiting on the shelf next to it.
How it feels
A young man and woman meet in London and fall in love. The story follows their romance as they deal with cultural differences and personal challenges.
romanticlightheartedupbeatstraightforwardcolorfulgentlewhimsical
What happens
ଲଭ୍ ଇନ୍ ଲଣ୍ଡନ ୨୦୨୩ ମସିହାରେ ମୁକ୍ତିଲାଭ କରିଥିବା ଏକ ଓଡ଼ିଆ କଥାଚିତ୍ର । ଏହି କଥାଚିତ୍ରଟିର ପ୍ରଯୋଜନା କରିଥିଲେ ନବୀନ ଭଣ୍ଡାରୀ ଓ ଜେ. ବର୍ଖା । ସୁରେଶ ପଟ୍ଟନାୟକ ଏହି କଥାଚିତ୍ରଟିର ଚିତ୍ରନାଟ୍ୟ ରଚନା କରିଥିଲେ ଏବଂ ଅନ୍ତର୍ଯ୍ୟାମି ସରଘରିଆ ଏହାର ସଂଳାପ ରଚନା କରିଥିଲେ । ନିର୍ଦ୍ଦେଶକ ତାପସ ସରଘରିଆ ଏହି କଥାଚିତ୍ରଟିର କାହାଣୀ ରଚନା କରିଥିଲେ ଏବଂ ନିର୍ଦ୍ଦେଶନା ଦେଇଥିଲେ । ଏହି କଥାଚିତ୍ରଟିର ମୁଖ୍ୟ ଭୂମିକାରେ ଅଭିନୟ କରିଥିଲେ ଅନୁଭବ ମହାନ୍ତି, ସ୍ୱପ୍ନା ପ୍ରିୟଦର୍ଶିନୀ ଓ ସୋମ୍ୟା ସଚଦେବା । ସରୋଜ ପରିଡ଼ା, ଜାମି ଲମ୍ବେ, ସାମୀ ଜୋନସ ହିଆନି, ବୋଗୁମିଲା ବୁବିଆକ ଆଦି କଳାକାରମାନେ ଏହି କଥାଚିତ୍ରଟିର ବିଭିନ୍ନ ଭୂମିକାରେ ଅଭିନୟ କରିଥିଲେ । (from Wikipedia, CC BY-SA)
More like this
Padigali To Premare (2023)
Kaicha Mali (2023)
Bad Boy (2023)
Nigah Marda Ayi Ve (2023)
Mr. Bachelor (2023)
Love Birds (2023)
Rangabali (2023)
Zara Hatke Zara Bachke (2023)- More like this film, on a shelf you can walk up to.It's the lit case on the top shelf.