Bhai: The Opening Part (2025)

- Country
- India
- Elsewhere
- IMDb

The catalogue in 3D
The film shelves have a room of their own that you can walk around in. The cat behind the counter is the AI Catbot, and they pick real films from the same catalogue when you tell them what you feel like watching. Nothing is for sale, here or in there. Go in from here and this film is already out on the counter, with more like it waiting on the shelf next to it.
How it feels
A man faces challenges in his family and community. The story follows his journey involving loyalty and conflict.
dramaticemotionalfamily-centeredaction-orientedseriousrhythmiccharacter-driven
What happens
ଭାଇ, ୨୦୨୫ ମସିହାରେ ମୁକ୍ତିଲାଭ କରିଥିବା ଏକ ଓଡ଼ିଆ କଥାଚିତ୍ର ଅଟେ । ଏହି କଥାଚିତ୍ରଟିର ପ୍ରଯୋଜନା କରିଥିଲେ ନବୀନ ଭଣ୍ଡାରୀ । ରବିନାରାୟଣ ଦାସ ଏହି କଥାଚିତ୍ରଟିର କାହାଣୀ ଓ ସଂଳାପ ରଚନା କରିଥିଲେ । ପୃଥ୍ୱୀରାଜ ପଟ୍ଟନାୟକ ଏହି କଥାଚିତ୍ରଟିର ଚିତ୍ରନାଟ୍ୟ ରଚନା କରିଥିଲେ ଏବଂ ନିର୍ଦ୍ଦେଶନା ଦେଇଥିଲେ । ସଙ୍ଗୀତକାର ନବଜ୍ୟୋତି ପଣ୍ଡା ଓ ସରୋଜ ଏହି କଥାଚିତ୍ରଟିର ସ୍ୱର ସଂଯୋଜନା କରିଥିଲେ । ଏହି କଥାଚିତ୍ରଟିର ମୁଖ୍ୟ ଭୂମିକାରେ ଅଭିନୟ କରିଥିଲେ ଅମ୍ଳାନ ଦାସ, ଦିବ୍ୟା ମହାନ୍ତି, ସୁଜିତ ପାଇକରାୟ ଓ ଅନନ୍ୟା ମିଶ୍ର । ଅନ୍ୟ କଳାକାରମାନଙ୍କ ମଧ୍ୟରେ ବିକାଶ ଗନ୍ତାରା, ଦିବ୍ୟଜ୍ୟୋତି ଉଦୟସିଂହ, ଆଇମନ ଆଦି କଳାକାରମାନେ ବିଭିନ୍ନ ଭୂମିକାରେ ଅଭିନୟ କରିଥିଲେ । (from Wikipedia, CC BY-SA)
More like this
Maaman (2025)
W/O Anirvesh (2025)
Puppy (2025)
Anaganaga (2025)
Grihapravesh (2025)
Bohu 420 (2025)
Rajaputhiran (2025)
Madras Matinee (2025)- More like this film, on a shelf you can walk up to.It's the lit case on the top shelf.