Bohu 420 (2025)

- Country
- India
How it feels
A woman gets caught in a tricky situation involving money and family. She tries to navigate the problems that arise.
dramaticlightheartedcomedicpredictablefamily-orientedsituationalaccessible
What happens
ବୋହୂ ୪୨୦ ୨୦୨୫ ମସିହାରେ ଟେଲିଭିଜନରେ ମୁକ୍ତିଲାଭ କରିଥିବା ଏକ ଓଡ଼ିଆ କଥାଚିତ୍ର । ଏହି କଥାଚିତ୍ରଟିର ପ୍ରଯୋଜନା କରିଥିଲେ ଅର୍ଦ୍ଧେନ୍ଦୁ ଶେଖର ସାହୁ । ପ୍ରିୟବ୍ରତ ପଣ୍ଡା ଏହି କଥାଚିତ୍ରଟିର କାହାଣୀ ରଚନା କରିଥିଲେ । ଏହି କଥାଚିତ୍ରଟିର ନିର୍ଦ୍ଦେଶନା ଦେଇଥିଲେ ରାଜେଶ ମହାନ୍ତି । ସଙ୍ଗୀତକାର ଶାନ୍ତନୁ ନାୟକ ଏହି କଥାଚିତ୍ରଟିର ସ୍ୱର ସଂଯୋଜନା କରିଥିଲେ । ଏହି କଥାଚିତ୍ରଟିର ମୁଖ୍ୟ ଭୂମିକାରେ ଅଭିନୟ କରିଥିଲେ ନିକିତା ମିଶ୍ର ଓ ଜ୍ୟୋତି ପ୍ରକାଶ ପଣ୍ଡା । ୩୦ ନଭେମ୍ବର ୨୦୨୫ରେ ଏହି କଥାଚିତ୍ରଟି ଜୀ ସାର୍ଥକରେ ମୁକ୍ତିଲାଭ କରିଥିଲା । (from Wikipedia, CC BY-SA)
More like this
- Grihapravesh (2025)
- Bhai: The Opening Part (2025)
- Gevi (2025)
- Aabhyanthara Kuttavaali (2025)
- Sri Sri Sri Raja Vaaru (2025)
- W/O Anirvesh (2025)
- Sahasam (2025)
- Babu Shona (2025)
Browse movies and series
press Enter to search by title, your filters still apply · for something by mood, tap Discover
Lists: Korean thrillers worth the evening · Anime films beyond Studio Ghibli · Slow films for a rainy night · Horror that unsettles instead of startling · Series you can finish in a weekend · Nordic crime worth the subtitles · Good films that end in under 90 minutes · Documentaries that play like thrillers
Loading movies…