KEREK (2025)

- Country
- India

The catalogue in 3D
The film shelves have a room of their own that you can walk around in. The cat behind the counter is the AI Catbot, and they pick real films from the same catalogue when you tell them what you feel like watching. Nothing is for sale, here or in there. Go in from here and this film is already out on the counter, with more like it waiting on the shelf next to it.
How it feels
A group of people from a small town in Odisha get involved in a series of everyday situations that bring them together. The story follows their interactions and the bonds that form as they navigate these events.
light-heartedsimplegentlecommunity-focusedregionalcomedy-dramafamily-friendly
What happens
କେରେକ୍ ୨୦୨୫ ମସିହାରେ ଓଟିଟିରେ ମୁକ୍ତିଲାଭ କରିଥିବା ଏକ ସମ୍ବଲପୁରୀ କଥାଚିତ୍ର । ଏହି କଥାଚିତ୍ରଟିର ପ୍ରଯୋଜନା କରିଥିଲେ କୌଶିକ ଦାସ । ଜେପି ଓ କିରଣ ଏହି କଥାଚିତ୍ରଟିର କାହାଣୀ ରଚନା କରିଥିଲେ ଏବଂ ଜେପି ଏହାର ଚିତ୍ରନାଟ୍ୟ ରଚନା କରିଥିଲେ ଏବଂ ନିର୍ଦ୍ଦେଶନା ଦେଇଥିଲେ । ଛବିଳ ପଧାନ, ଲଳିତ ପୁଝାରୀ, ହିମାଂଶୁ ଖମାରି, ପ୍ରଦ୍ୟୁମ୍ନ ସାହୁ, ମୁନିଆ ପାଣିଗ୍ରାହୀ, ସ୍ୱିଟୀ, ସୋନୁ, ଅନୁପ୍ରିୟା, ମିଲନ, ଭାବତୋଷ, ରୋଷନ, ରୁଦ୍ର, ହର, ଆଶିଷ ଆଦି କଳାକାରମାନେ ଏହି କଥାଚିତ୍ରଟିର ବିଭିନ୍ନ ଭୂମିକାରେ ଅଭିନୟ କରିଥିଲେ । ଏହି କଥାଚିତ୍ରଟି ୨୮ ଅଗଷ୍ଟ ୨୦୨୫ରେ ଆଓ ଏନ୍ଏକ୍ସଟିରେ ମୁକ୍ତିଲାଭ କରିଥିଲା । (from Wikipedia, CC BY-SA)
More like this
Lahari (2025)
Madras Matinee (2025)
Andhra King Taluka (2025)
Puppy (2025)
Vaibhavam (2025)
Hebbuli Cut (2025)
Chhi Re Nani (2025)
Suryapet Junction (2025)- More like this film, on a shelf you can walk up to.It's the lit case on the top shelf.