Kandhei (1990)

- Directed by
- Prashanta Nanda
- Country
- India
- Elsewhere
- IMDb

The catalogue in 3D
The film shelves have a room of their own that you can walk around in. The cat behind the counter is the AI Catbot, and they pick real films from the same catalogue when you tell them what you feel like watching. Nothing is for sale, here or in there. Go in from here and this film is already out on the counter, with more like it waiting on the shelf next to it.
How it feels
A 1990 Odia film directed by Prashanta Nanda. It tells a story with a large ensemble cast about family relationships and personal struggles.
dramaticemotionalfamily-orientedslow-burnearnestclassicmelodramaticnostalgic
What happens
କଣ୍ଢେଇ, ୧୯୯୦ ମସିହାରେ ମୁକ୍ତିଲାଭ କରିଥିବା ଏକ ଓଡ଼ିଆ କଥାଚିତ୍ର । ଏହି କଥାଚିତ୍ରଟିର ପ୍ରଯୋଜନା କରିଥିଲେ ପ୍ରଶାନ୍ତ ନନ୍ଦ ଏବଂ ଅବ୍ଦୁଲ ସାୟେଦ । ପ୍ରଶାନ୍ତ ନନ୍ଦ ଏହି କଥାଚିତ୍ରଟିର କାହାଣୀ ଓ ଚିତ୍ରନାଟ୍ୟ ରଚନା କରିଥିଲେ ଏବଂ ନିର୍ଦ୍ଦେଶନା ଦେଇଥିଲେ । ଶ୍ରୀରାମ ପଣ୍ଡା ପ୍ରଶାନ୍ତ ନନ୍ଦ ଉତ୍ତମ ମହାନ୍ତି ମହାଶ୍ୱେତା ରାୟ ଗୋପା ବିଶ୍ୱାସ ସୁରେଶ ବଳ ପ୍ରତିଭା ସାହୁ ସୁଲୁ ମହାନ୍ତି ପ୍ରେମାଞ୍ଜନ ପରିଡ଼ା ସଙ୍ଗୀତା ଦାସ ସର୍ବଜିତ ମହାନ୍ତି ବ୍ୟୋମୋକେଶ ତ୍ରିପାଠୀ ଅବ୍ଦୁଲ ସାୟେଦ ଆଦି କଳାକାରମାନେ ଏହି କଥାଚିତ୍ରଟିର ବିଭିନ୍ନ ଭୂମିକାରେ ଅଭିନୟ କରିଥିଲେ । (from Wikipedia, CC BY-SA)
More like this
Daiba Daudi (1990)
Hasa Luha Bhara Dunia (1990)
Paradeshi Chadhei (1990)
Maa Mate Shakti De (1990)
Hisab Kariba Kalia (1990)
Chhabira Manisha (1990)
Andha Diganta (1990)
Bastra Harana (1991)- More like this film, on a shelf you can walk up to.It's the lit case on the top shelf.