Bhul Bujhibani Mate (2010)

- Country
- India
- Elsewhere
- IMDb

The catalogue in 3D
The film shelves have a room of their own that you can walk around in. The cat behind the counter is the AI Catbot, and they pick real films from the same catalogue when you tell them what you feel like watching. Nothing is for sale, here or in there. Go in from here and this film is already out on the counter, with more like it waiting on the shelf next to it.
How it feels
A young man and woman get caught in misunderstandings that lead to comic situations. The story follows their efforts to clear up confusion and win each other's trust.
lightheartedromanticcomedydramaticfamily-orientedplayfulemotional
What happens
ଭୁଲ୍ ବୁଝିବନି ମତେ, ୨୦୧୦ରେ ମୁକ୍ତିଲାଭ କରିଥିବା ଓଡ଼ିଆ କଥାଚିତ୍ର । ଏହି କଥାଚିତ୍ରଟିର ପ୍ରଯୋଜନା କରିଥିଲେ ଆଳୟ ମହାନ୍ତି ଏବଂ ରଚିତା ଷଡ଼ଙ୍ଗୀ । ଆଳୟ ମହାନ୍ତି ଏହି କଥାଚିତ୍ରଟିର କାହାଣୀ ରଚନା କରିଥିଲେ । ଡଃ ରଜନୀ ରଞ୍ଜନ ଏହି କଥାଚିତ୍ରଟିର ସଂଳାପ ରଚନା କରିଥିଲେ । କୁନାଲ ପଟ୍ଟନାୟକ ଏହି କଥାଚିତ୍ରଟିର ଚିତ୍ରନାଟ୍ୟ ରଚନା କରିଥିଲେ ଏବଂ ନିର୍ଦ୍ଦେଶନା ଦେଇଥିଲେ । ଏହି କଥାଚିତ୍ରଟିର ମୁଖ୍ୟ ଭୂମିକାରେ ଅଭିନୟ କରିଥିଲେ ଦେବାଶିଷ ପାତ୍ର, ପ୍ରିୟଙ୍କା ଏବଂ ଆମେଲି ପଣ୍ଡା । ମିହିର ଦାସ, ଅପରଜିତା ମହାନ୍ତି, ଅଜିତ ଦାସ, ରାଇଚରଣ ଦାସ, ଅଭୟ ମହାନ୍ତି, ପିଣ୍ଟୁ ନନ୍ଦ, କାଶି ରଥ, ସମରେଶ ରାଉତରାୟ, ଗୁମନ ସିଂହ ଆଦି କଳାକାରମାନେ ଏହି କଥାଚିତ୍ରଟିର ବିଭିନ୍ନ ଭୂମିକାରେ ଅଭିନୟ କରିଥିଲେ । (from Wikipedia, CC BY-SA)
More like this
Huduga Hudugi (2010)
Mel Karade Rabba (2010)
Tora More Jodi Sundara (2010)
Kellafate (2010)
Ideachi Kalpana (2010)
Irada Pakka (2010)
Dil Tate Deichi (2010)
Bolo natumi aamar (2010)- More like this film, on a shelf you can walk up to.It's the lit case on the top shelf.