Tora More Jodi Sundara (2010)

- Directed by
- Debu Pattnaik
- Country
- India
- Elsewhere
- IMDb

The catalogue in 3D
The film shelves have a room of their own that you can walk around in. The cat behind the counter is the AI Catbot, and they pick real films from the same catalogue when you tell them what you feel like watching. Nothing is for sale, here or in there. Go in from here and this film is already out on the counter, with more like it waiting on the shelf next to it.
How it feels
A young couple navigates love and relationships in a comedic and dramatic setting. The story follows their journey through misunderstandings and family dynamics.
romanticlightheartedupbeatfamily-friendlydramaticemotionalentertainingoptimistic
What happens
ତୋ'ର ମୋ'ର ଯୋଡ଼ି ସୁନ୍ଦର, ୨୦୧୦ରେ ମୁକ୍ତିଲାଭ କରିଥିବା ଓଡ଼ିଆ କଥାଚିତ୍ର । ଏହି କଥାଚିତ୍ରଟିର ପ୍ରଯୋଜନା କରିଥିଲେ ଅଧିରାଜ ପାଣିଗ୍ରାହୀ । ଦେବୁ ପଟ୍ଟନାୟକ ଏହି କଥାଚିତ୍ରଟିର କାହାଣୀ ଓ ଚିତ୍ରନାଟ୍ୟ ରଚନା କରିଥିଲେ ଏବଂ ନିର୍ଦ୍ଦେଶନା ଦେଇଥିଲେ । ସୁବୋଧ ପଟ୍ଟନାୟକ ଏହି କଥାଚିତ୍ରଟିର ଚିତ୍ରନାଟ୍ୟ ଏବଂ ସଂଳାପ ରଚନା କରିଥିଲେ । ଶାନ୍ତିରାଜ ଖୋସ୍ଲା ଏହି କଥାଚିତ୍ରଟିର ସ୍ୱର ସଂଯୋଜନା କରିଥିଲେ । ଏହି କଥାଚିତ୍ରଟିର ମୁଖ୍ୟ ଭୂମିକାରେ ଅଭିନୟ କରିଥିଲେ ସବ୍ୟସାଚୀ ମିଶ୍ର, ଅର୍ଚ୍ଚିତା ସାହୁ ଏବଂ ଅର୍ପିତା ମୁଖାର୍ଜୀ । ଦେବୁ ବୋଷ, ମିହିର ଦାସ, ପ୍ରଦ୍ୟୁମ୍ନ ଲେଙ୍କା, ହରିହର ମହାପାତ୍ର, ମେଘା, ବିଜୟ ମହାନ୍ତି, ପିଣ୍ଟୁ ନନ୍ଦ, ଜୀବନ ପଣ୍ଡା, ନିରଞ୍ଜନ ପତି, ହର ପଟ୍ଟନାୟକ, ଜୟୀରାମ ସାମଲ, ବ୍ରଜ ସିଂହ ଆଦି କଳାକାରମାନେ ଏହି କଥାଚିତ୍ରଟିର ବିଭିନ୍ନ ଭୂମିକାରେ ଅଭିନୟ କରିଥିଲେ । (from Wikipedia, CC BY-SA)
More like this
Bhul Bujhibani Mate (2010)
Mel Karade Rabba (2010)
Subha Vivaha (2010)
Veluthu Kattu (2010)
Yemaindi Ee Vela (2010)
Kellafate (2010)
Modalasala (2010)
Baava (2010)- More like this film, on a shelf you can walk up to.It's the lit case on the top shelf.