Subha Vivaha (2010)

- Country
- India
- Elsewhere
- IMDb

The catalogue in 3D
The film shelves have a room of their own that you can walk around in. The cat behind the counter is the AI Catbot, and they pick real films from the same catalogue when you tell them what you feel like watching. Nothing is for sale, here or in there. Go in from here and this film is already out on the counter, with more like it waiting on the shelf next to it.
How it feels
A young couple navigates family expectations and traditions as they plan their wedding. The film focuses on their relationships with relatives and the events leading up to the marriage.
romanticlight-heartedfamily-orientedtraditionalupbeatcolorfulsentimentalwholesome
What happens
ଶୁଭ ବିବାହ, ୨୦୧୦ରେ ମୁକ୍ତିଲାଭ କରିଥିବା ଓଡ଼ିଆ କଥାଚିତ୍ର । ଏହି କଥାଚିତ୍ରଟିର ପ୍ରଯୋଜନା କରିଥିଲେ ପୁପିନ୍ଦର ସିଂହ, ସୁନୀତା ଲକ୍ଷ୍ମୀ ଓ ମନିଷା । ଜ୍ୟୋତିପ୍ରକାଶ ଦାସ ଏହି କଥାଚିତ୍ରଟିର କାହାଣୀ ଲେଖିଥିଲେ ଏବଂ ନିର୍ଦ୍ଦେଶନା ଦେଇଥିଲେ । ଜ୍ୟୋତିପ୍ରକାଶ ଦାସ ଏବଂ ପ୍ରକାଶ ବରାଳ ଏହି କଥାଚିତ୍ରଟିର ଚିତ୍ରନାଟ୍ୟ ରଚନା କରିଥିଲେ । ଏହି କଥାଚିତ୍ରଟିର ମୁଖ୍ୟ ଭୂମିକାରେ ଅଭିନୟ କରିଥିଲେ ପୁପିନ୍ଦର ସିଂହ, ବର୍ଷା ପ୍ରିୟଦର୍ଶିନୀ ଏବଂ ଆକାଶ ଦାସନାୟକ । ମିହିର ଦାସ, ଅପରାଜିତା ମହାନ୍ତି, ବିଜୟ ମହାନ୍ତି, ତନ୍ଦ୍ରା ରାୟ, ଜୀବନ ପଣ୍ଡା, ସଲିଲ ମିତ୍ର, ସୁମନ, ପୂଜା, ଶୁଭଶ୍ରୀ, ବାବୁଲା, ଦିଲ୍ଲୀପ ଆଦି କଳାକାରମାନେ ଏହି କଥାଚିତ୍ରଟିରେ ଅଭିନୟ କରିଥିଲେ । (from Wikipedia, CC BY-SA)
More like this
Tora More Jodi Sundara (2010)
Mel Karade Rabba (2010)
Bhul Bujhibani Mate (2010)
Veluthu Kattu (2010)
Sakudumbam Shyamala (2010)
Megha Maale (1994)
Dil Tate Deichi (2010)
Ringtone (2010)- More like this film, on a shelf you can walk up to.It's the lit case on the top shelf.