Tu Tha Mun Jauchi Rushi (2010)

- Directed by
- Sritam Das
- Country
- India
- Elsewhere
- IMDb

The catalogue in 3D
The film shelves have a room of their own that you can walk around in. The cat behind the counter is the AI Catbot, and they pick real films from the same catalogue when you tell them what you feel like watching. Nothing is for sale, here or in there. Go in from here and this film is already out on the counter, with more like it waiting on the shelf next to it.
How it feels
A 2010 Odia film directed by Sritam Das. It tells a love story with music. The main couple is played by Arindam Roy and Koel Banerjee.
dramaticromanticmusicalemotionalsentimentalfolklore-inspired
What happens
ତୁ ଥାଆ ମୁଁ ଯାଉଚି ରୁଷି, ୨୦୧୦ରେ ମୁକ୍ତିଲାଭ କରିଥିବା ଓଡ଼ିଆ କଥାଚିତ୍ର । ଏହି କଥାଚିତ୍ରଟିର ପ୍ରଯୋଜନା କରିଥିଲେ ତ୍ରିବେଣୀ କୁମାର ମହାନ୍ତି । ଚିନ୍ମୟ ଦାସ ପଟ୍ଟନାୟକ ଏହି କଥାଚିତ୍ରଟିର ସଂଳାପ ରଚନା କରିଥିଲେ । ଶ୍ରୀତମ ଦାସ ଏହି କଥାଚିତ୍ରଟିର କାହାଣୀ ଓ ଚିତ୍ରନାଟ୍ୟ ରଚନା କରିଥିଲେ ଏବଂ ନିର୍ଦ୍ଦେଶନା ଦେଇଥିଲେ । ସଙ୍ଗୀତ ନିର୍ଦ୍ଦେଶକ ଅଭିଜିତ ମଜୁମଦାର ଏହି କଥାଚିତ୍ରଟିର ସ୍ୱର ସଂଯୋଜନା କରିଥିଲେ । ଏହି କଥାଚିତ୍ର ପାଇଁ ଅଭିଜିତଙ୍କୁ ରାଜ୍ୟ ଚଳଚ୍ଚିତ୍ର ପୁରସ୍କାର ଉତ୍ସବରେ ପ୍ରଥମଥର ପାଇଁ ଶ୍ରେଷ୍ଠ ସଙ୍ଗୀତଁଜ୍ଞ ପୁରସ୍କାର ପାଇଥିଲେ । ଏହି କଥାଚିତ୍ରଟିର ମୁଖ୍ୟ ଭୂମିକାରେ ଅଭିନୟ କରିଥିଲେ ଅରିନ୍ଦମ ରାୟ ଏବଂ କୋଏଲ୍ ବାନାର୍ଜୀ । ମିହିର ଦାସ, ଉଷାସୀ ମିଶ୍ର, ଶ୍ରୀତମ ଦାସ, ଜିନା ସାମଲ, ଦେବାଶିଷ ପାତ୍ର, ସୁରେଶ ବଳ, ପ୍ରଦ୍ୟୁମ୍ନ ଲେଙ୍କା, ହର ପଟ୍ଟନାୟକ, ସରୋଜ ଦାସ, ପିଣ୍ଟୁ ନନ୍ଦ ଆଦି କଳାକାରମାନେ ଏହି କଥାଚିତ୍ରଟିରେ ଅଭିନୟ କରିଥିଲେ । ୨୦୧୦ ମସିହାର ଡିସେମ୍ବର ୧୬ ତାରିଖରେ ଏହି କଥାଚିତ୍ରଟି ପ୍ରେକ୍ଷାଳୟରେ ମୁକ୍ତିଲାଭ କରିଥିଲା । ଏହି କଥାଚିତ୍ର ଜରିଆରେ ଶ୍ରୀତମ ନିର୍ଦ୍ଦେଶନା ଦେବା ଆରମ୍ଭ କରିଥିଲେ । (from Wikipedia, CC BY-SA)
More like this
Asibu Kebe Saji Mo Rani (2010)
Tate Bhala Pauchi Boli (2010)
Pahili Raja (2010)
To Akhire Mun (2010)
Mu Tate Love Karuchi (2007)
Megha Sabari Re Asiba Pheri (2010)
Love You Hamesha (2015)
Aakhi Palakare Tu (2010)- More like this film, on a shelf you can walk up to.It's the lit case on the top shelf.