To Akhire Mun (2010)

- Directed by
- S.K. Muralidharan
- Country
- India
- Runtime
- 2h 40m
- Rating
- 6.0 of 10 from 1 voters
- Elsewhere
- IMDb

The catalogue in 3D
The film shelves have a room of their own that you can walk around in. The cat behind the counter is the AI Catbot, and they pick real films from the same catalogue when you tell them what you feel like watching. Nothing is for sale, here or in there. Go in from here and this film is already out on the counter, with more like it waiting on the shelf next to it.
How it feels
A 2010 Odia film produced by Prabhas Raut and directed by S.K. Muralidharan. Babushan Mohanty and Suiti play the main roles in a story about love and relationships.
lightheartedromanticupbeatdramaticsentimentalfamily-orientedmusic-driven
What happens
ତୋ' ଆଖିରେ ମୁଁ, ୨୦୧୦ରେ ମୁକ୍ତିଲାଭ କରିଥିବା ଓଡ଼ିଆ କଥାଚିତ୍ର । ଏହି କଥାଚିତ୍ରଟିର ପ୍ରଯୋଜନା କରିଥିଲେ ପ୍ରଭାସ ରାଉତ । ବିଜୟଲକ୍ଷ୍ମୀ ରାଉତ ଏହି କଥାଚିତ୍ରଟିର କାହାଣୀ ରଚନା କରିଥିଲେ । ଦେବୀଦତ୍ତ ମହାନ୍ତି କଥାଚିତ୍ରଟିର ସଂଳାପ ରଚନା କରିଥିଲେ । ଏସ୍. କେ. ମୂରଲୀଧରନ୍ ଏହି କଥାଚିତ୍ରଟିର ଚିତ୍ରନାଟ୍ୟ ରଚନା କରିଥିଲ ଏବଂ ନିର୍ଦ୍ଦେଶନା ଦେଇଥିଲେ । ସଙ୍ଗୀତ ନିର୍ଦ୍ଦେଶକ ବିକାଶ ଦାସ ଏହି କଥାଚିତ୍ରଟିର ସ୍ୱର ସଂଯୋଜନା କରିଥିଲେ । ଏହି କଥାଚିତ୍ରଟିର ମୁଖ୍ୟ ଭୂମିକାରେ ଅଭିନୟ କରିଥିଲେ ବାବୁଶାନ୍ ମହାନ୍ତି ଏବଂ ସୁଇଟି । ଉତ୍ତମ ମହାନ୍ତି, ଅପରାଜିତା ମହାନ୍ତି, ପପୁ ପମ ପମ, ସଲିଲ ମିତ୍ର, ହର ପଟ୍ଟନାୟକ, ନମ୍ରତା ଦାସ, ରାଇଚରଣ ଦାସ, ଦେବୁ ବୋଷ, ପ୍ରଦ୍ୟୁମ୍ନ ଲେଙ୍କା, ବବି ମିଶ୍ର, ବିଭୂତି ଦାସ, ବିଦ୍ୟୁତ୍ପ୍ରଭା, ସ୍ମିତା ତ୍ରିପାଠୀ, ବ୍ରଜ ନାୟକ, ପ୍ରଦୀପ ସେନ, ତନିସ୍କ ଆଦି କଳାକାରମାନେ ଏହି କଥାଚିତ୍ରଟିର ବିଭିନ୍ନ ଭୂମିକାରେ ଅଭିନୟ କରିଥିଲେ । (from Wikipedia, CC BY-SA)
More like this
Tate Bhala Pauchi Boli (2010)
Asibu Kebe Saji Mo Rani (2010)
Tu Tha Mun Jauchi Rushi (2010)
Megha Sabari Re Asiba Pheri (2010)
Aakhi Palakare Tu (2010)
Tu Thile Mo Dara Kahaku (2010)
Thukul (2012)
Kuhudi (2024)- More like this film, on a shelf you can walk up to.It's the lit case on the top shelf.