Aakhi Palakare Tu (2010)

- Country
- India
- Elsewhere
- IMDb

The catalogue in 3D
The film shelves have a room of their own that you can walk around in. The cat behind the counter is the AI Catbot, and they pick real films from the same catalogue when you tell them what you feel like watching. Nothing is for sale, here or in there. Go in from here and this film is already out on the counter, with more like it waiting on the shelf next to it.
How it feels
A young woman makes her debut in Odia cinema. This film follows a romantic story with music and family characters. It was a launchpad for the lead actress.
light-heartedupbeatwhimsicalromanticmusicalcolorfulgentlesentimental
What happens
ଆଖି ପଲକରେ ତୁ, ୨୦୧୦ରେ ମୁକ୍ତିଲାଭ କରିଥିବା ଓଡ଼ିଆ କଥାଚିତ୍ର । ଏହି କଥାଚିତ୍ରଟିର ପ୍ରଯୋଜନା କରିଥିଲ ଗିରିଧାରୀ ମଲିକ୍ । ରବିନ୍ଦ୍ର ପ୍ରଧାନ ଏହି କଥାଚିତ୍ରଟିର କାହାଣୀ, ଚିତ୍ରନାଟ୍ୟ ରଚନା କରିଥିଲେ ଏବଂ ନିର୍ଦ୍ଦେଶନା ଦେଇଥିଲେ । ପ୍ରଦୀପ୍ତ ନନ୍ଦ ଏହି କଥାଚିତ୍ରଟିର ସଂଳାପ ରଚନା କରିଥିଲେ । ସଙ୍ଗୀତ ନିର୍ଦ୍ଦେଶକ ଶାନ୍ତିରାଜ ଖୋସ୍ଲା ଏହି କଥାଚିତ୍ରଟିର ସ୍ୱର ସଂଯୋଜନା କରିଥିଲେ । ଏହି କଥାଚିତ୍ରଟିର ମୁଖ୍ୟ ଭୂମିକାରେ ଅଭିନୟ କରିଥିଲେ ସବ୍ୟସାଚୀ ମିଶ୍ର ଏବଂ ବବ୍ଲି । ବବ୍ଲି ଏହି କଥାଚିତ୍ର ଜରିଆରେ ନାୟିକା ଭାବରେ ପ୍ରଥମ କରି ଓଡ଼ିଆ କଥାଚିତ୍ର ଜଗତରେ ଅଭିନୟ କରିଥିଲେ । ପୂର୍ବରୁ ସେ ଓଡ଼ିଆ ଆଲବମ୍ରେ ଅଭିନୟ କରିଥିଲେ ଏବଂ କେଉଁ ଦୁନିଆରୁ ଆସିଲ ବନ୍ଧୁ ଚଳଚ୍ଚିତ୍ରରେ ଏହି କ୍ଷୁଦ୍ର ଭୂମିକାରେ ଅଭିନୟ କରିଥିଲେ । ମିହିର ଦାସ, ଅଶ୍ରୁମୋଚନ ମହାନ୍ତି, ବିଜୟ ମହାନ୍ତି, ହରିହର ମହାପାତ୍ର, ଗ୍ଲୋରିଆ ମହାନ୍ତି, ମୀନକେତନ, ପପୁ ପମ ପମ, ମୁକେଶ ଋଷି ଆଦି ପ୍ରମୁଖ ଅଭିନେତାଗଣ ଅଭିନୟ କରିଥିଲେ । (from Wikipedia, CC BY-SA)
More like this
Tate Bhala Pauchi Boli (2010)
Megha Sabari Re Asiba Pheri (2010)
Asibu Kebe Saji Mo Rani (2010)
Mun Khanti Odia Jhia (2017)
Mitha Mitha (2017)
Akhi Kholile Tu Tu Hi Tu (2017)
Tike Khara Tike Chhai (2017)
Mu Premi Mu Pagala (2011)- More like this film, on a shelf you can walk up to.It's the lit case on the top shelf.