Mu Kana Ete Kharap (2010)

- Directed by
- Basant Sahu
- Country
- India
- Elsewhere
- IMDb

The catalogue in 3D
The film shelves have a room of their own that you can walk around in. The cat behind the counter is the AI Catbot, and they pick real films from the same catalogue when you tell them what you feel like watching. Nothing is for sale, here or in there. Go in from here and this film is already out on the counter, with more like it waiting on the shelf next to it.
How it feels
A man questions his own worth after a relationship goes wrong. The film follows his journey of self reflection and trying to win back the woman he loves.
dramaticemotionalromanticintrospectiveearnestmelodramaticsoulfulunderstated
What happens
ମୁଁ କ'ଣ ଏତେ ଖରାପ, ୨୦୧୦ରେ ମୁକ୍ତିଲାଭ କରିଥିବା ଓଡ଼ିଆ କଥାଚିତ୍ର । ଏହି କଥାଚିତ୍ରଟିର ପ୍ରଯୋଜନା କରିଥିଲେ ମଦନଲାଲ ଅଗ୍ରୱାଲ । ବସନ୍ତ ସାହୁ ଏହି କଥାଚିତ୍ରଟିର ଚିତ୍ରନାଟ୍ୟ ରଚନା କରିଥିଲେ ଏବଂ ନିର୍ଦ୍ଦେଶନା ଦେଇଥିଲେ । ସଙ୍ଗୀତ ନିର୍ଦ୍ଦେଶକ ଓମପ୍ରକାଶ ମହାନ୍ତି ଏହି କଥାଚିତ୍ରଟିର ସ୍ୱର ସଂଯୋଜନା କରିଥିଲେ । ଏହି କଥାଚିତ୍ରଟିର ମୁଖ୍ୟ ଭୂମିକାରେ ଅଭିନୟ କରିଥିଲେ ଅନୁଭବ ମହାନ୍ତି ଓ ଅର୍ପିତା ମୁଖାର୍ଜୀ । ମିହିର ଦାସ, ବିଜୟ ମହାନ୍ତି, ମୀନକେତନ ଦାସ, ସାତ୍ୟକି ମିଶ୍ର, ମୁନ୍ନା ଖାନ୍, ସୁନମ, ହରିହର ମହାପାତ୍ର, ଜୀବନ ପଣ୍ଡା, ପିଣ୍ଟୁ ନନ୍ଦ, ଅଙ୍କିତା ଭୌମିକ ଆଦି କଳାକାରମାନେ ଏହି କଥାଚିତ୍ରଟିର ବିଭିନ୍ନ ଭୂମିକାରେ ଅଭିନୟ କରିଥିଲେ । (from Wikipedia, CC BY-SA)
More like this
Avan (2010)
Sadgamaya (2010)
Love Circus (2010)
Prema Adhei Akshara (2010)
Dil Tate Deichi (2010)
Yemaindi Ee Vela (2010)
35/100 Just Pass (2010)
Om Shanti (2010)- More like this film, on a shelf you can walk up to.It's the lit case on the top shelf.