Apna Hath Jagannath (2015)

- Country
- India
- Elsewhere
- IMDb

The catalogue in 3D
The film shelves have a room of their own that you can walk around in. The cat behind the counter is the AI Catbot, and they pick real films from the same catalogue when you tell them what you feel like watching. Nothing is for sale, here or in there. Go in from here and this film is already out on the counter, with more like it waiting on the shelf next to it.
How it feels
A young couple faces struggles in their relationship and with their families. Their journey is set against the backdrop of Odia culture and music.
earthydramaticmusicalheartfeltmelodramaticemotionalkinetic
What happens
ଆପନା ହାତ ଜଗନ୍ନାଥ, ୨୦୧୫ରେ ମୁକ୍ତିଲାଭ କରିଥିବା ଓଡ଼ିଆ କଥାଚିତ୍ର । ଏହି କଥାଚିତ୍ରରର ପ୍ରଯୋଜନା କରିଥିଲେ ସତ୍ୟମ୍ ଝା ସୁମନ । ଚଳଚ୍ଚିତ୍ରଟିର କାହାଣୀ ଲେଖିଥିଲେ ସୁମିତ ଝା ସୁମନ ଏବଂ ସନ୍ତୋଷ ମିଶ୍ର ଚଳଚ୍ଚିତ୍ରଟିର ସଂଳାପ ରଚନା କରିଥିଲେ । ସତ୍ୟମ୍ ଝା ସୁମନ ଚଳଚ୍ଚିତ୍ରଟିର ନିର୍ଦ୍ଦେଶନା ଦେଇଥିଲେ । ସଙ୍ଗୀତ ନିର୍ଦ୍ଦେଶକ ସ୍ୱରୂପ ନାୟକ ଚଳଚ୍ଚିତ୍ରଟିର ସ୍ୱର ସଂଯୋଜନା ସହ ଗୀତ ରଚନା କରିଥିଲେ । ଏହି କଥାଚିତ୍ରଟି ଓଡ଼ିଆ ଏବଂ ଭୋଜପୁରୀ ଭାଷାରେ ମୁକ୍ତିଲାଭ କରିଥିଲା । ଏହି ଚଳଚ୍ଚିତ୍ରଟିର ମୁଖ୍ୟ ଭୂମିକାରେ ଅଭିନୟ କରିଥିଲେ ରୁଦ୍ର ପାଣିଗ୍ରାହୀ ଏବଂ ଉପାସନା ମହାନ୍ତି । ଉପାସନା ଏହି ଚଳଚ୍ଚିତ୍ର ଜରିଆରେ ଓଡ଼ିଆ କଥାଚିତ୍ର ଜଗତରେ ଅଭିନୟ ଆରମ୍ଭ କରିଥିଲେ । ଦେବୁ ବୋଷ, ସରୋଜ ଦାସ, ଅମର ମହାପାତ୍ର, ରବି ମିଶ୍ର, ପୁଷ୍ପା ପଣ୍ଡା, ନୀଳମଣି ସାହୁ, ଜୀନା ସାମଲ, ଭାଇ ଠାକୁର ଆଦି କଳାକାରମାନେ ଚଳଚ୍ଚିତ୍ରଟିରେ ବିଭିନ୍ନ ଭୂମିକାରେ ଅଭିନୟ କରିଥିଲେ । (from Wikipedia, CC BY-SA)
More like this
Kehi Nuhen Kahara (2015)
Mo Dil Kahe Ilu Ilu (2015)
My First Love (2015)
Kalki (2015)
Kie Deba Takkar (2015)
Nua Nua Premare (2015)
Aashiq (2015)
Sapnon Ki Rani (2015)- More like this film, on a shelf you can walk up to.It's the lit case on the top shelf.