Kalki (2015)

- Directed by
- Tapas Sargharia
- Country
- India
- Elsewhere
- IMDb

The catalogue in 3D
The film shelves have a room of their own that you can walk around in. The cat behind the counter is the AI Catbot, and they pick real films from the same catalogue when you tell them what you feel like watching. Nothing is for sale, here or in there. Go in from here and this film is already out on the counter, with more like it waiting on the shelf next to it.
How it feels
This 2015 Odia film follows a story about a protagonist whose actions shape events around them. It centers on the main characters whose lives intersect as they confront personal and social challenges.
dramaticthoughtfulatmosphericseriousslow-burnemotionalcharacter-driven
What happens
କଳ୍କୀ, ୨୦୧୫ରେ ମୁକ୍ତିଲାଭ କରିଥିବା ଓଡ଼ିଆ କଥାଚିତ୍ର । ଏହି କଥାଚିତ୍ରର ପ୍ରଯୋଜନା କରିଥିଲେ ଅଭିନେତା ଅରିନ୍ଦମ ରାୟ । ଏହି ଚଳଚ୍ଚିତ୍ରର କାହାଣୀ ଏବଂ ସଂଳାପ ଲେଖିଥିଲେ ଭରଦ୍ୱାଜ ପଣ୍ଡା । ଚଳଚ୍ଚିତ୍ରଟିର ନିର୍ଦ୍ଦେଶନା ଦେଇଥିଲେ ତାପସ ସରଘରିଆ । ଏହି ଚଳଚ୍ଚିତ୍ରର ସଙ୍ଗୀତ ନିର୍ଦ୍ଦେଶନା ଦେଇଥିଲେ ବିଭୂତି ଭୁଷଣ ଗଡ଼ନାୟକ । ଏହି ଚଳଚ୍ଚିତ୍ରର ମୁଖ୍ୟ ଭୂମିକାରେ ଅଭିନୟ କରିଥିଲେ ନାୟକ ଅରିନ୍ଦମ ରାୟ ଏବଂ ନାୟିକା ରିୟା ଦେ । ଜ୍ୟୋତିର୍ମୟୀ ବଳ, ହରିହର ମହାପାତ୍ର, ସାତ୍ୟକି ମିଶ୍ର, ପ୍ରଦ୍ୟୁମ୍ନ ଲେଙ୍କା, ଅସୀତ ପତି, ସୁନୀଲ ସଙ୍ଖୁଆ ଆଦି କଳାକାରମାନେ ଏହି ଚଳଚ୍ଚିତ୍ରର ବିଭିନ୍ନ ଭୂମିକାରେ ଅଭିନୟ କରିଥିଲେ । (from Wikipedia, CC BY-SA)
More like this
Kehi Nuhen Kahara (2015)
Apna Hath Jagannath (2015)
My First Love (2015)
Mo Dil Kahe Ilu Ilu (2015)
Kie Deba Takkar (2015)
Tandav (2021)
Dove (2015)
Diary- More like this film, on a shelf you can walk up to.It's the lit case on the top shelf.