Lekhichi Naa Tora (2015)

- Directed by
- Dilip Panda
- Country
- India
- Elsewhere
- IMDb

The catalogue in 3D
The film shelves have a room of their own that you can walk around in. The cat behind the counter is the AI Catbot, and they pick real films from the same catalogue when you tell them what you feel like watching. Nothing is for sale, here or in there. Go in from here and this film is already out on the counter, with more like it waiting on the shelf next to it.
How it feels
A young man falls in love and writes a letter declaring his feelings. The film follows his efforts to win over the woman he loves.
romanticlightheartedfeel-goodsimplesentimentalwarmeasygoing
What happens
ଲେଖିଚି ନାଁ ତୋର, ୨୦୧୫ରେ ମୁକ୍ତିଲାଭ କରିଥିବା ଓଡ଼ିଆ କଥାଚିତ୍ର । ରବିନ୍ଦ୍ର ପଣ୍ଡା ଏହି ଚଳଚ୍ଚିତ୍ରର ପ୍ରଯୋଜନା କରିଥିଲେ । ଏକ୍ସେଲ ମୁଭିଜ୍ ବ୍ୟାନରରେ ଏହି ଚଳଚ୍ଚିତ୍ରଟି ନିର୍ମିତ ହୋଇଥିଲେ । ଏହି ବ୍ୟାନରର ଏହା ଥିଲା ୫ମ ଚଳଚ୍ଚିତ୍ର । ଏହି ଚଳଚ୍ଚିତ୍ରର କାହାଣୀ ଲେଖିଥିଲେ ବିଜୟଲକ୍ଷ୍ମୀ ପଣ୍ଡା । ଦିଲ୍ଲୀପ ପଣ୍ଡା ଏହି ଚଳଚ୍ଚିତ୍ରଟିର ଚିତ୍ରନାଟ୍ୟ ଏବଂ ନିର୍ଦ୍ଦେଶନା ଦେଇଥିଲେ । ଏହି ଚଳଚ୍ଚିତ୍ରର ମୁଖ୍ୟ ଭୂମିକାରେ ଅଭିନୟ କରିଥିଲେ ନାୟକ ସମ୍ବିତ ଆଚାର୍ଯ୍ୟ ଏବଂ ନାୟିକା ପିଙ୍କି ପ୍ରିୟଦର୍ଶିନୀ । କ୍ରିଷ୍ଣା କର, ହରିହର ମହାପାତ୍ର, ପ୍ରଦ୍ୟୁମ୍ନ ଲେଙ୍କା ଆଦି କଳାକାରମାନେ ଏହି ଚଳଚ୍ଚିତ୍ରରେ ବିଭିନ୍ନ ଭୂମିକାରେ ଅଭିନୟ କରିଥିଲେ । (from Wikipedia, CC BY-SA)
More like this
Dildariyaan (2015)
Idhu Enna Maayam (2015)
Hello: In Love (2015)
Love 24x7 (2015)
Vaaraayo Vennilaave (2015)
Jatha Kalise (2015)
Beeruva (2015)
Super Michhua (2015)- More like this film, on a shelf you can walk up to.It's the lit case on the top shelf.