Jagannatha Dhama Puri (2017)

- Country
- India

The catalogue in 3D
The film shelves have a room of their own that you can walk around in. The cat behind the counter is the AI Catbot, and they pick real films from the same catalogue when you tell them what you feel like watching. Nothing is for sale, here or in there. Go in from here and this film is already out on the counter, with more like it waiting on the shelf next to it.
How it feels
A man journeys to the holy city of Puri, home of the Jagannath temple. There he encounters various characters and experiences that bring about spiritual and personal changes in his life.
dramaticemotionalmusicaldevotionalfamily-friendlylightsimplesentimental
What happens
ଜଗନ୍ନାଥ ଧାମ ପୁରୀ, ୨୦୧୭ରେ ମୁକ୍ତିଲାଭ କରିବାକୁ ଥିବା ଓଡ଼ିଆ କଥାଚିତ୍ର । ନାରାୟଣ ଘଡ଼େଇ ଏହି କଥାଚିତ୍ରଟିର ପ୍ରଯୋଜନା କରିବା ସହ କାହାଣୀ ଓ ଚିତ୍ରନାଟ୍ୟ ରଚାନ କରିଥିଲେ ଏବଂ ନିର୍ଦ୍ଦେଶନା ଦେଇଥିଲେ । ସତ୍ୟ ପ୍ରକାଶ ଏହି କଥାଚିତ୍ରଟିର ସଂଳାପ ରଚନା କରିଥିଲେ । ବିଦ୍ୟୁତ୍ ରୟ ଓ ହିମାଂଶୁ ଶେଖର ମହାନ୍ତି ଏହି କଥାଚିତ୍ରଟିର ସଙ୍ଗୀତ ନିର୍ଦ୍ଦେଶନା ଦେଇଥିଲେ । କଥାଚିତ୍ରଟିର ଗୀତଗୁଡ଼ିକ ସଚ୍ଚି ମହାନ୍ତି ଏବଂ ସମିତ୍ ରଚନା କରିଥିଲେ । କଥାଚିତ୍ରଟିରେ କଣ୍ଠଦାନ କରିଥଲେ କୁମାର ବାପି, ଗୌତମ ଗିରି, ଅନୁ ସିଂହ, ଅଭିପ୍ସା, ସୌରଭ, ଏସ୍.କେ ପଟ୍ଟନାୟକ ଆଦି କଣ୍ଠଶିଳ୍ପୀମାନେ । ଏହି କଥାଚିତ୍ରଟିର ମୁଖ୍ୟ ଭୂମିକାରେ ଅଭିନୟ କରିଥିଲେ ଦେବଦତ୍ତ ସାହୁ ଏବଂ ରିତିକା ରଥ । ବିଜୟ ମହାନ୍ତି, ଦେବୀ ବାରିକ, ଚୌଧୁରୀ ବିକାଶ ଦାସ, ଦେବୁ ବ୍ରହ୍ମା, କୁମୁଦ ତ୍ରିପାଠୀ, ପ୍ରିୟ ସୁନ୍ଦର ମିଶ୍ର, ଥିନ୍, ସରୋଜିନୀ, ଗୋପାଳ ଶର୍ମା, ପ୍ରଣତି, ମାମା, ଜ୍ୟୋତି, ନୀତୁ, ହିମାଂଶୁ, ଏସ୍.କେ. ପଟ୍ଟନାୟକ, ଜୁଲି, ନୀରଦ ପରିଡା, ଚନ୍ଦ୍ରଶେଖର ଜେନା, ମହେଶ୍ୱର, ରିଣ୍ଟୁ, ଗୋପାଳ, ପୁନମ, ଟୁବୁ, ପି ଆଦ୍ ମିନି ଆଦି କଳାକାରମାନେ କଥାଚିତ୍ରଟିର ବିଭିନ୍ନ ଭୂମିକାରେ ଅଭିନୟ କରିଥିଲେ । ଏହି କଥାଚିତ୍ରଟିକୁ ସେନ୍ସର୍ ତରଫରୁ 'ୟୁ' ସାର୍ଟିଫିକେଟ ମିଳିଥିଲା । (from Wikipedia, CC BY-SA)
More like this
Konwarpurar Konwar (2017)
Mehandi Laga Ke Rakhna (2017)
Umeed (2017)
Mai Sehra Bandh Ke Aaunga (2017)
Shiva Not Out (2017)
Enakta Leiringei (2017)
Shrestha Bangali (2017)
Dil Diwana Heigala (2017)- More like this film, on a shelf you can walk up to.It's the lit case on the top shelf.