Shiva Not Out (2017)

- Directed by
- Sudhanshu Sahu
- Country
- India

The catalogue in 3D
The film shelves have a room of their own that you can walk around in. The cat behind the counter is the AI Catbot, and they pick real films from the same catalogue when you tell them what you feel like watching. Nothing is for sale, here or in there. Go in from here and this film is already out on the counter, with more like it waiting on the shelf next to it.
How it feels
A man finds his everyday life turned upside down during the Durga Puja festival. The story follows his interactions with loved ones as romantic and comic situations unfold.
lightheartedcomedicfestivesentimentalplayfuleasygoingquirkyfamilial
What happens
ଶିବା- ନଟ୍ ଆଉଟ୍, ୨୦୧୭ ଦୁର୍ଗାପୂଜା ସମୟରେ ମୁକ୍ତିଲାଭ କରିଥିବା ଓଡ଼ିଆ କଥାଚିତ୍ର । ଏହି କଥାଚିତ୍ରଟିର ପ୍ରଯୋଜନା କରିଥିଲେ ଅଭିନେତା ଅରିନ୍ଦମ ରାୟ । ଗୋପାଳ ଚନ୍ଦ୍ର ରାୟ ଏହି କଥାଚିତ୍ରଟିର କାହାଣୀ ଲେଖିଥିଲେ ଏବଂ ଭରଦ୍ୱାଜ ପଣ୍ଡା ଏହାର ସଂଳାପ ରଚନା କରିଥିଲେ । ସୁଧାଂଶୁ ମୋହନ ସାହୁ କଥାଚିତ୍ରଟିର ଚିତ୍ରନାଟ୍ୟ ନିର୍ଦ୍ଦେଶନା ଦେଇଥିଲେ । ସଙ୍ଗୀତ ନିର୍ଦ୍ଦେଶକ ପ୍ରେମ ଆନନ୍ଦ ଏହି କଥାଚିତ୍ରର ଗୀତଗୁଡ଼ିକର ସ୍ୱର ସଂଯୋଜନା କରିଥିଲେ । ଏହି କଥାଚିତ୍ରର ମୁଖ୍ୟ ଭୂମିକାରେ ଅଭିନୟ କରିଥିଲେ ଅରିନ୍ଦମ ରାୟ ଏବଂ ଅର୍ଚ୍ଚିତା ସାହୁ । ମନୋଜ ମିଶ୍ର, ପ୍ରଜ୍ଞା ଖଟୁଆ ଭଳି ଅଭିନେତାମାନେ କଥାଚିତ୍ରଟିରେ ବିଭିନ୍ନ ଭୂମିକାରେ ଅଭିନୟ କରିଥିଲେ । (from Wikipedia, CC BY-SA)
More like this
Hero No.1 (2017)
Just Mohabbat (2017)
Nikka Zaildar 2 (2017)
Vekh Baraatan Challiyan (2017)
Rarandoi Veduka Chudham (2017)
Kadhal Kan Kattuthe (2017)
Satya Harishchandra (2017)
To Premare Padila Pare (2017)- More like this film, on a shelf you can walk up to.It's the lit case on the top shelf.