Pyar Alaga Prakara (2018)

- Country
- India

The catalogue in 3D
The film shelves have a room of their own that you can walk around in. The cat behind the counter is the AI Catbot, and they pick real films from the same catalogue when you tell them what you feel like watching. Nothing is for sale, here or in there. Go in from here and this film is already out on the counter, with more like it waiting on the shelf next to it.
How it feels
This is an Odia language film from 2018. Jyoti Ranjan Nayak and Jhilik Bhattacharya play the main roles. It tells a love story with a different kind of romance.
romanticlightheartedfamily-orientedplayfulcheerfulmodestbreezy
What happens
ପ୍ୟାର ଅଲଗା ପ୍ରକାର, ୨୦୧୮ ମସିହାରେ ମୁକ୍ତିଲାଭ କରିଥିବା ଏକ ଓଡ଼ିଆ କଥାଚିତ୍ର । ଏହି କଥାଚିତ୍ରଟିର ପ୍ରଯୋଜନା କରିହତିଲେ ବିବେସିତା ଘଡ଼େଇ ଓ ଅକ୍ଷୟ ପ୍ରଧାନ । ବିଜୟ ମଲ୍ଲ ଏହି କଥାଚିତ୍ରଟିର ସଂଳାପ ରଚନା କରିଥିଲେ । ହୀରା ଚୌଧୁରୀ ଏହି କଥାଚିତ୍ରଟିର କାହାଣୀ ଓ ଚିତ୍ରନଟ୍ୟ ରଚନା କରିଥିଲେ ଏବଂ ନିର୍ଦ୍ଦେଶନା ଦେଇଥିଲେ । ଏହି କଥାଚିତ୍ରଟିର ମୁଖ୍ୟ ଭୂମିକାରେ ଅଭିନୟ କରିଥିଲେ ଜ୍ୟୋତି ରଞ୍ଜନ ନାୟକ ଓ ଝିଲିକ ଭଟ୍ଟାଚାର୍ଯ୍ୟ । ବିଜୟ ମହାନ୍ତି, ମିହିର ଦାସ, ପ୍ରଜ୍ଞା ଖଟୁଆ ଆଦି କଳାକାରମାନେ ଏହି କଥାଚିତ୍ରଟିର ବିଭିନ୍ନ ଭୂମିକାରେ ଅଭିନୟ କରିଥିଲେ । ୨୩ ନଭେମ୍ବର ୨୦୧୮ରେ ପଞ୍ଚକ ପୂର୍ଣ୍ଣିମା ଅବସରରେ ଏହି କଥାଚିତ୍ରଟି ମୁକ୍ତିଲାଭ କରିଥିଲା । ନାୟକ ଜ୍ୟୋତିରଞ୍ଜନଙ୍କ ଏହି କଥାଚିତ୍ରଟି ସହିତ ତାଙ୍କ ଅଭିନୀତ ଅନ୍ୟ ଏକ କଥାଚିତ୍ର ସାଥୀ ତୁ ଫେରିଆ ସେହି ସମାନ ଦିନରେ ମୁକ୍ତିଲାଭ କରିଥିଲା । (from Wikipedia, CC BY-SA)
More like this
Mana Khali Tate Chahen (2018)
Premi Diwana (2018)
Ole Ole Dil Bole (2018)
Only Pyar (2018)
Sathi Tu Pheria (2018)
Ajatashatru (2018)
Premare Rakhichi 100 Ru 100 (2019)
Guddu & Guddi (2018)- More like this film, on a shelf you can walk up to.It's the lit case on the top shelf.