Only Pyar (2018)

- Genre
- drama film, romance film
- Country
- India

The catalogue in 3D
The film shelves have a room of their own that you can walk around in. The cat behind the counter is the AI Catbot, and they pick real films from the same catalogue when you tell them what you feel like watching. Nothing is for sale, here or in there. Go in from here and this film is already out on the counter, with more like it waiting on the shelf next to it.
How it feels
This is an Odia romance drama from 2018. It follows the love story of a young couple navigating their relationship.
romanticlighthearteddramaticemotionalsentimentalupbeatmelodramatic
What happens
ଓନ୍ଲି ପ୍ୟାର, ୨୦୧୮ ମସିହାରେ ମୁକ୍ତିଲାଭ କରିଥିବା ଏକ ଓଡ଼ିଆ କଥାଚିତ୍ର । ଏହି କଥାଚିତ୍ରଟିର ପ୍ରଯୋଜନ କରିଛନ୍ତି ସୁନୀଲ କୁମାର ଦାସ । ଭରଦ୍ୱାଜ ପଣ୍ଡା ଏହି କଥାଚିତ୍ରଟିର କାହାଣୀ ଏବଂ ସଂଳାପ ରଚନା କରିଥିଲେ । ତାପସ ସରଘରିଆ ଏହି କଥାଚିତ୍ରଟିର ନିର୍ଦ୍ଦେଶନା ଦେଇଥିଲେ । ସଙ୍ଗୀତ ନିର୍ଦ୍ଦେଶକ ଅଭିଜିତ ମଜୁମଦାର ଏହି କଥାଚିତ୍ରଟିର ସ୍ୱର ସଂଯୋଜନା କରିଥିଲେ । ଏହି କଥାଚିତ୍ରଟିର ମୁଖ୍ୟ ଭୂମିକାରେ ଅଭିନୟ କରିଥିଲେ ବାବୁଶାନ୍, ସୁପ୍ରିୟା ନାୟକ ଏବଂ ଆନିଷା ଶର୍ମା । ମିହିର ଦାସ, ଅପରାଜିତା ମହାନ୍ତି, ପ୍ରଜ୍ଞା ଖଟୁଆ, ଚୌଧୁରୀ ବିକାଶ ଦାସ, ଚୌଧୁରୀ ଜୟପ୍ରକାଶ ଦାସ ଆଦି କଳାକାରମାନେ ଏହି କଥାଚିତ୍ରଟିରେ ଅଭିନୟ କରିଥିଲେ । (from Wikipedia, CC BY-SA)
More like this
Mana Khali Tate Chahen (2018)
Premi Diwana (2018)
Ole Ole Dil Bole (2018)
Ajatashatru (2018)
Tu Mo Suna Tu Mo Hira (2013)
Pyar Alaga Prakara (2018)
24 Kisses (2018)
Tamaku Dekhila Pare (2017)- More like this film, on a shelf you can walk up to.It's the lit case on the top shelf.