Tu Mo Suna Tu Mo Hira (2013)

- Country
- India
- Elsewhere
- IMDb

The catalogue in 3D
The film shelves have a room of their own that you can walk around in. The cat behind the counter is the AI Catbot, and they pick real films from the same catalogue when you tell them what you feel like watching. Nothing is for sale, here or in there. Go in from here and this film is already out on the counter, with more like it waiting on the shelf next to it.
How it feels
This is a 2013 Odia romantic drama. The story follows a young couple as they navigate their relationship and face challenges from their families.
romanticmusicallighthearteddramaticemotionalfamily-orientedsweetenergetic
What happens
ତୁ ମୋ ସୁନା ତୁ ମୋ ହୀରା, ୨୦୧୩ରେ ମୁକ୍ତିଲାଭ କରିଥିବା ଓଡ଼ିଆ କଥାଚିତ୍ର । ଏହି କଥାଚିତ୍ରଟିର ପ୍ରଯୋଜନା କରିଥିଲେ ଜୟଦେବ ମଣ୍ଡଳ । ଚିନ୍ମୟୀ ମହାନ୍ତି ଏହି କଥାଚିତ୍ରଟିର କାହାଣୀ ଲେଖିଥିଲେ ଏବଂ ରଜନୀ ରଞ୍ଜନ କଥାଚିତ୍ରଟିର ସଂଳାପ ରଚନା କରିଥିଲେ । ରାଜୀବ ମହାନ୍ତି ଏହି କଥାଚିତ୍ରଟିର ଚିତ୍ରନାଟ୍ୟ ରଚନା କରିଥିଲେ ଏବଂ ନିର୍ଦ୍ଦେଶନା ଦେଇଥିଲେ । ସଙ୍ଗୀତ ନିର୍ଦ୍ଦେଶକ ପ୍ରଶାନ୍ତ ପାଢ଼ୀ ଏହି କଥାଚିତ୍ରଟିର ସଙ୍ଗୀତ ନିର୍ଦ୍ଦେଶନା ଦେଇଥିଲେ । ବସନ୍ତରାଜ ସାମଲ, ଅରୁଣ ମନ୍ତ୍ରୀ, ନିଜାମ୍ ପବିତ୍ର ପ୍ରଧାନ, ରଜନୀ ରଞ୍ଜନ ଆଦି ଗୀତିକାରମାନେ କଥାଚିତ୍ରଟିର ଗୀତଗୁଡ଼ିକ ରଚନା କରିଥିଲେ । କୁମାର ବାପି, ତପୁ ମିଶ୍ର, ଅରବିନ୍ଦ ମୁଦୁଲି ଆଦି କଣ୍ଠଶିଳ୍ପୀମାନେ କଥାଚିତ୍ରଟିରେ କଣ୍ଠଦାନ କରିଥିଲେ । ଏହି କଥାଚିତ୍ରଟିର ମୁଖ୍ୟ ଭୂମିକାରେ ଅଭିନୟ କରିଥିଲେ ବବି ମିଶ୍ର ଏବଂ ପ୍ରିୟଙ୍କା ହଳଧର । କୁନା ତ୍ରିପାଠୀ, ସ୍ନିଗ୍ଧା ମହାନ୍ତି, ମୁନା ଖାନ୍, ରୋମି, ପୁଷ୍ପା ପଣ୍ଡା, ଦେବୁ ବ୍ରହ୍ମା, ଭଗବାନ, ସୋନାଲୀ ମୋନାଲିସା ଆଦି କଳାକାରମାନେ ଏହି କଥାଚିତ୍ରଟିର ବିଭିନ୍ନ ଭୂମିକାରେ ଅଭିନୟ କରିଥିଲେ । (from Wikipedia, CC BY-SA)
More like this
Sandehi Priyatama (2013)
Sapanara Nayika (2013)
Mu Diwana To Pain (2013)
Mu Aashiq Mu Awara (2013)
Deewana Deewani (2013)
Premika (2013)
Tanka Tate Salam (2013)
Superstar (2013)- More like this film, on a shelf you can walk up to.It's the lit case on the top shelf.