Sandehi Priyatama (2013)

- Country
- India
- Elsewhere
- IMDb

The catalogue in 3D
The film shelves have a room of their own that you can walk around in. The cat behind the counter is the AI Catbot, and they pick real films from the same catalogue when you tell them what you feel like watching. Nothing is for sale, here or in there. Go in from here and this film is already out on the counter, with more like it waiting on the shelf next to it.
How it feels
A 2013 Odia film about a romantic relationship tested by doubt and misunderstanding. The story follows a couple navigating their feelings and conflicts.
lightheartedromanticdramaticemotionalsuspensefulmusicalfamily-oriented
What happens
ସନ୍ଦେହୀ ପ୍ରିୟତମା, ୨୦୧୩ରେ ମୁକ୍ତିଲାଭ କରିଥିବା ଓଡ଼ିଆ କଥାଚିତ୍ର । ଏହି କଥାଚିତ୍ରଟିର ପ୍ରଯୋଜନା କରିଥିଲେ ନାରାୟଣ ଘଡ଼େଇ । ଗୌତମ ଗିରି ଏହି କଥାଚିତ୍ରଟିର କାହାଣୀ ଲେଖିଥିଲେ । ଚିନ୍ମୟ ଦାଶ ପଟ୍ଟନାୟକ ଏହି କଥାଚିତ୍ରଟିର ଚିତ୍ରନାଟ୍ୟ ଏବଂ ସଂଳାପ ରଚନା କରିଥିଲେ । ସୁଧାଂଶୁ ଶେଖର ମଲ୍ଲିକ୍ ଏହି କଥାଚିତ୍ରଟିର ନିର୍ଦ୍ଦେଶନା ଦେଇଥିଲେ । ସଙ୍ଗୀତ ନିର୍ଦ୍ଦେଶକ ବିଦ୍ୟୁତ୍ ରାୟ ଏହି କଥାଚିତ୍ରଟିର ସ୍ୱର ସଂଯୋଜନା କରିଥିଲେ । ଏହି କଥାଚିତ୍ରଟିର ମୁଖ୍ୟ ଭୂମିକାରେ ଅଭିନୟ କରିଥିଲେ ଦେବଦତ୍ତ ଏବଂ କାଜଲ ମିଶ୍ର । ନୀରବ କୁମାର, ସୁସଙ୍କେତ ମିଶ୍ର, କାଜଲ ରଥ, ହାଡ଼ୁ, ଦେବୁ ବ୍ରହ୍ମା, ନମ୍ରତା ଦାସ, ବିଜୟ ପଟ୍ଟନାୟକ, ସଂଗ୍ରାମ ସାମନ୍ତରାୟ, ଇପ୍ସିତା ମହାନ୍ତି, ଦେବୀ ବାରିକ ଆଦି କଳାକାରମାନେ ଏହି କଥାଚିତ୍ରଟିରେ ଅଭିନୟ କରିଥିଲେ । (from Wikipedia, CC BY-SA)
More like this
Premika (2013)
Tanka Tate Salam (2013)
Sapanara Nayika (2013)
Deewana Deewani (2013)
Mu Diwana To Pain (2013)
Superstar (2013)
Mu Aashiq Mu Awara (2013)
Tu Mo Suna Tu Mo Hira (2013)- More like this film, on a shelf you can walk up to.It's the lit case on the top shelf.