Superstar (2013)

- Country
- India
- Elsewhere
- IMDb

The catalogue in 3D
The film shelves have a room of their own that you can walk around in. The cat behind the counter is the AI Catbot, and they pick real films from the same catalogue when you tell them what you feel like watching. Nothing is for sale, here or in there. Go in from here and this film is already out on the counter, with more like it waiting on the shelf next to it.
How it feels
An Odia film from 2013 about a man and a woman who pursue their dreams of becoming stars. It follows their journey through the entertainment industry and the challenges they face along the way.
upbeatdramaticemotionalmusicalromanticaspirationalcolorful
What happens
ସୁପରଷ୍ଟାର, ୨୦୧୩ରେ ମୁକ୍ତିଲାଭ କରିଥିବା ଓଡ଼ିଆ କଥାଚିତ୍ର । ଏହି କଥାଚିତ୍ରଟିର ପ୍ରଯୋଜନା କରିଥିଲେ ଦେବାନନ୍ଦ ପଣ୍ଡା ଏବଂ ସମ୍ପୂର୍ଣ୍ଣାନନ୍ଦ ପଣ୍ଡା । ଦେବାନନ୍ଦ ପଣ୍ଡା ଏବଂ ବରଦା ପ୍ରସନ୍ନ ତ୍ରିପାଠୀ ଏହି କଥାଚିତ୍ରଟିର କାହାଣୀ ରଚନା କରିଥିଲେ । ଶରଣାରବିନ୍ଦ ଏହି କଥାଚିତ୍ରଟିର ସଂଳାପ ରଚନା କରିଥିଲେ । ବରଦା ପ୍ରସନ୍ନ ତ୍ରିପାଠୀ ଏହି କଥାଚିତ୍ରଟିର ଚିତ୍ରନାଟ୍ୟ ରଚନା କରିଥିଲେ ଏବଂ ନିର୍ଦ୍ଦେଶନା ଦେଇଥିଲେ । ସଙ୍ଗୀତ ନିର୍ଦ୍ଦେଶକ ମିହିର ମହାନ୍ତି ଏହି କଥାଚିତ୍ରଟିର ସ୍ୱର ସଂଯୋଜନା କରିଥିଲେ । ଏହି କଥାଚିତ୍ରଟିର ଗୀତଗୁଡ଼ିକ ରଚନା କରିଥିଲେ ବାପୁ ଗୋସ୍ୱାମୀ, ଅଜୟ ଜେନା ଏବଂ ଶରଣାରବିନ୍ଦ । ବୋନି ଚକ୍ରବର୍ତ୍ତୀ, ଶିବାନୀ ଦାସ, ଗୌତମ ଗାଙ୍ଗୁଲି, ଇରା ମହାନ୍ତି, ମାନସ ପ୍ରିତମ, ରତି ସତପଥୀ ଆଦି ଗାୟକମାନେ ଏହି କଥାଚିତ୍ରର ଗୀତଗୁଡ଼ିକ ଗାଇଥିଲେ । ଏହି କଥାଚିତ୍ରଟିର ମୁଖ୍ୟ ଭୂମିକାରେ ଅଭିନୟ କରିଥିଲେ ଅଂଶୁମାନ ଏବଂ ରାଲି ନନ୍ଦ । ଅଶ୍ୱିନୀ ବ୍ରହ୍ମା, ମିହିର ଦାସ, ଦିନେଶ, ରତନ ମେହେର, ମହାଶ୍ୱେତା ରାୟ, ଦିନେଶ, ଆର୍. ଜେ. ଗୁରୁ, ହାଡ଼ୁ, ମାମୁନି ମିଶ୍ର, ମନିଷା ମିଶ୍ର, ମଣ୍ଟି ମିଶ୍ର, ସାତ୍ୟକି ମିଶ୍ର, କିର୍ତ୍ତୀ ମହାନ୍ତି, ମିହିର ମହାନ୍ତି, ରାକ୍ଷୀ ମହାପାତ୍ର, ଆର୍. ଜେ. ନିକି, ପ୍ରତିଭା ପଣ୍ଡା, ସୂଚିସ୍ମିତା ପଣ୍ଡା, କମଳ ପୂରୋହିତ, ଜୟୀରାମ ସାମଲ, ଶିବାଷିସ, ସୋନମ୍, ଜର୍ଜ ତିଆଡ଼ି ଆଦି କଳାକାରମାନେ ଏହି କଥାଚିତ୍ରଟିରେ ଅଭିନୟ କରିଥିଲେ । ହିନ୍ଦୀ କଥାଚିତ୍ର ଜଗତର ଜଣାଶୁଣା ଅଭିନେତା ନାନା ପାଟେକର ଏହି କଥାଚିତ୍ରଟିରେ ଜଣେ ଅତିଥି କଳାକାର ଭାବରେ ଅଭିନୟ କରିବାର ଥିଲା, ମାତ୍ର ଏହା ସମ୍ଭବ ହୋଇପାରିନଥିଲା । (from Wikipedia, CC BY-SA)
More like this
Deewana Deewani (2013)
Mu Diwana To Pain (2013)
Sandehi Priyatama (2013)
Premika (2013)
Tanka Tate Salam (2013)
Sapanara Nayika (2013)
Mu Aashiq Mu Awara (2013)
Rumku Jhumana (2013)- More like this film, on a shelf you can walk up to.It's the lit case on the top shelf.