Rumku Jhumana (2013)

- Directed by
- Tapas Sargharia
- Country
- India
- Elsewhere
- IMDb

The catalogue in 3D
The film shelves have a room of their own that you can walk around in. The cat behind the counter is the AI Catbot, and they pick real films from the same catalogue when you tell them what you feel like watching. Nothing is for sale, here or in there. Go in from here and this film is already out on the counter, with more like it waiting on the shelf next to it.
How it feels
An Odia film from 2013 about children and family. It features a story of young performers and their interactions.
whimsicalgentlefamily-orientedlightheartedmusicalsimplewarminnocent
What happens
ରୁମ୍କୁ ଝୁମାନା, ୨୦୧୩ରେ ମୁକ୍ତିଲାଭ କରିଥିବା ଓଡ଼ିଆ କଥାଚିତ୍ର । ରାମଚନ୍ଦ୍ର ପ୍ରଧାନ ଏହି କଥାଚିତ୍ରଟିର ପ୍ରଯୋଜନା କରିଥିଲେ । ହରିହର ମହାପାତ୍ର ଏହି କଥାଚିତ୍ରଟିର କାହାଣୀ ଏବଂ ସଂଳାପ ରଚନା କରିଥିଲେ । ତାପସ ସରଘରିଆ ଏହି କଥାଚିତ୍ରଟିର ଚିତ୍ରନାଟ୍ୟ ରଚନା କରିଥିଲେ ଏବଂ ନିର୍ଦ୍ଦେଶନା ଦେଇଥିଲେ । ସଙ୍ଗୀତ ନିର୍ଦ୍ଦେଶକ ବୈଦ୍ୟନାଥ ଦାଶ ଏହି କଥାଚିତ୍ରଟିର ସଙ୍ଗୀତ ନିର୍ଦ୍ଦେଶନା ଦେଇଥିଲେ । ଏହି କଥାଚିତ୍ରଟିର ମୁଖ୍ୟ ଭୂମିକାରେ ଅଭିନୟ କରିଥିଲେ ହରିହର ମହାପାତ୍ର । ଭୂମିକା ଦାଶ ଏହି କଥାଚିତ୍ର ମାଧ୍ୟମରେ ଅଭିନୟ ଜଗତରେ ପ୍ରବେଶ କରିଥିଲେ । ସେ ଜଣେ ଶିଶୁ କଳାକାର ଭାବରେ ଅଭିନୟ କରିଥିଲେ । ମିହିର ଦାସ, ପ୍ରିୟା ଚୌଧୁରୀ, ହର ପଟ୍ଟନାୟକ, ଆକାଶ ଦାସନାୟକ, ଚୌଧୁରୀ ବିକାଶ ଦାସ, ରୁନୁ ପରିଜା, ହାଡ଼ୁ, ରବି ମିଶ୍ର, ବ୍ରଜ ସିଂହ, ପିଣ୍ଟୁ ନନ୍ଦ, ଅକ୍ଷୟ ବସ୍ତିଆ, ସ୍ନିଗ୍ଧା ମହାନ୍ତି, ସରସ୍ୱତୀ ଦେବୀ, ପ୍ରିୟ ସୁନ୍ଦର ମିଶ୍ର ଆଦି କଳକାକାରମାନେ ଅଭିନୟ କରିଥିଲେ । ସିମପ୍ଲି, ଗାୟତ୍ରୀ, ଭଞ୍ଜ ଆଦିତ୍ୟ, ପ୍ରିତୀ କ୍ରୀଷ୍ଣା, ଅଭିଶେକ, ଅବିନାଶ ଆଦି ଶିଶୁ କଳାକାରମାନେ ଏହି କଥାଚିତ୍ରଟିରେ ଅଭିନୟ କରିଥିଲେ । (from Wikipedia, CC BY-SA)
More like this
Mu Diwana To Pain (2013)
Tanka Tate Salam (2013)
Sandehi Priyatama (2013)
Deewana Deewani (2013)
Love Hela Emiti (2013)
Premika (2013)
Sapanara Nayika (2013)
Superstar (2013)- More like this film, on a shelf you can walk up to.It's the lit case on the top shelf.