Premika (2013)

- Country
- India
- Elsewhere
- IMDb

The catalogue in 3D
The film shelves have a room of their own that you can walk around in. The cat behind the counter is the AI Catbot, and they pick real films from the same catalogue when you tell them what you feel like watching. Nothing is for sale, here or in there. Go in from here and this film is already out on the counter, with more like it waiting on the shelf next to it.
How it feels
A 2013 Odia film centered on a romantic story. It follows the lives of characters navigating love and personal connections.
romanticdramaticemotionalheartfeltlightheartedcolorfulrelationship-focused
What happens
ପ୍ରେମିକା, ୨୦୧୩ରେ ମୁକ୍ତିଲାଭ କରିଥିବା ଓଡ଼ିଆ କଥାଚିତ୍ର । ବିଜୟ କୁମାର ବେହେରା ଏହି କଥାଚିତ୍ରଟିର କାହାଣୀ ଲେଖିଥିଲେ ଏବଂ ପ୍ରଯୋଜନା କରିଥିଲେ । ଚଳଚ୍ଚିତ୍ରଟିର ସଂଳାପ ରଚନା କରିଥିଲେ ରଜନୀ ରଞ୍ଜନ । ଶିବ ପ୍ରସାଦ ମହାନ୍ତି ଏହି ଚଳଚ୍ଚିତ୍ରଟିର ଚିତ୍ରନାଟ୍ୟ ରଚନା କରିଥିଲେ ଏବଂ ନିର୍ଦ୍ଦେଶନା ଦେଇଥିଲେ । ଏହି କଥାଚିତ୍ରଟିର ମୁଖ୍ୟ ଭୂମିକାରେ ଅଭିନୟ କରିଥିଲେ ପ୍ରକୃତି ମିଶ୍ର । ବୁଲୁ, ରୁଦ୍ର ପାଣିଗ୍ରାହୀ, ଅଭିଶେଖ ମିଶ୍ର, ସ୍ୱର୍ଣ୍ଣାଳୀ ବାନାର୍ଜୀ, ଅଶ୍ରୁମୋଚନ ମହାନ୍ତି, ଦେବୁ ବୋଷ, ମିତା ଚକ୍ରବର୍ତ୍ତୀ, ଦେବୁ ବ୍ରହ୍ମା, ନୂପୁର ଘୋଷ, ପ୍ରିୟମ୍ବରା ରାୟ ଆଦି କଳାକାରମାନେ ଏହି କଥାଚିତ୍ରଟିରେ ଅଭିନୟ କରିଥିଲେ । (from Wikipedia, CC BY-SA)
More like this
Mu Diwana To Pain (2013)
Sandehi Priyatama (2013)
Sapanara Nayika (2013)
Deewana Deewani (2013)
Tanka Tate Salam (2013)
Superstar (2013)
Mu Aashiq Mu Awara (2013)
Love Hela Emiti (2013)- More like this film, on a shelf you can walk up to.It's the lit case on the top shelf.