Underplayed Gems
The whole movie catalogue

Films and series, searchable by what they are

← Back to the shop

Love Hela Emiti (2013)

Love Hela Emiti poster
Country
India
Elsewhere
IMDb

How it feels

A 2013 Odia film about romance and relationships. It follows characters as they navigate love and personal connections in their lives.

romanticlightheartedeverydaymodestgentlesimple

What happens

ଲଭ୍ ହେଲା ଏମିତି, ୨୦୧୩ରେ ମୁକ୍ତିଲାଭ କରିଥିବା ଓଡ଼ିଆ କଥାଚିତ୍ର । ଏସ୍. ଏମ୍. ଅଗ୍ର‌ୱାଲ ଏହି କଥାଚିତ୍ରଟିର ପ୍ରଯୋଜନା କରିଥିଲେ ଏବଂ କାହାଣୀ ରଚନା କରିଥିଲେ । ଡଃ ନିର୍ମଳ ନାୟକ ଏହି କଥାଚିତ୍ରଟିର ସଂଳାପ ରଚନା କରିଥିଲେ । ଲଳିତ୍ କୁମାର ତ୍ରିପାଠୀ କଥାଚିତ୍ରଟିର ଚିତ୍ରନାଟ୍ୟ ରଚନା କରିବା ସ‌ହ ନିର୍ଦ୍ଦେଶନା ଦେଇଥିଲେ । ସଙ୍ଗୀତ ନିର୍ଦ୍ଦେଶକ ଅଭିଜିତ ମଜୁମଦାର ଏହି କଥାଚିତ୍ରଟିର ସ୍ୱର ସଂଯୋଜନା କରିଥିଲେ । ଇଲୁ ବାନାର୍ଜୀ, ଅଶୋକ ଦାସ, ସୋମେଶ ମହାନ୍ତି, ଡିମ୍ପଲ ଆଦି କଳାକାରମାନେ ଏହି କଥାଚିତ୍ରଟିର ବିଭିନ୍ନ ଭୂମିକାରେ ଅଭିନୟ କରିଥିଲେ । (from Wikipedia, CC BY-SA)

More like this

This page is from Underplayed Gems. Not quite it? Tell the Catbot what you feel like watching and it picks from the whole catalogue, or browse by genre, country and year.

Lists: Korean thrillers worth the evening · Anime films beyond Studio Ghibli · Slow films for a rainy night · Horror that unsettles instead of startling · Series you can finish in a weekend · Nordic crime worth the subtitles · Good films that end in under 90 minutes · Documentaries that play like thrillers

Loading movies…

What should I watch?