Baala - The Rhythm of Life (2019)

- Original title
- Baala: The Rhythm of Life
- Directed by
- Amaresh Pati
- Genre
- drama
- Country
- India
- Runtime
- 2h 02m
- Elsewhere
- IMDb

The catalogue in 3D
The film shelves have a room of their own that you can walk around in. The cat behind the counter is the AI Catbot, and they pick real films from the same catalogue when you tell them what you feel like watching. Nothing is for sale, here or in there. Go in from here and this film is already out on the counter, with more like it waiting on the shelf next to it.
How it feels
A young man starts his acting career in Odia cinema. He joins two women and a group of performers as they work together on a project. The film shows their everyday efforts and growing connections.
slow-burnfeel-goodcozyoptimisticlyricalgentlehopefulheartfelt
What happens
ବାଳ-ଦ ରିଦମ୍ ଅଫ୍ ଲାଇଫ୍, ୨୦୧୯ ମସିହାରେ ମୁକ୍ତିଲାଭ କରିଥିବା ଏକ ଓଡ଼ିଆ କଥାଚିତ୍ର । ଏହି କଥାଚିତ୍ରଟିର ପ୍ରଯୋଜନା କରିଥିଲେ ଜାଗି ମଙ୍ଗତ ପଣ୍ଡା ଓ ଏହା ତରଙ୍ଗ ସିନେ ପ୍ରଡକ୍ସନ ବ୍ୟାନରରେ ନିର୍ମିତ ହୋଇଥିଲା । ଏହି କଥାଚିତ୍ରଟିର ସଂଳାପ ରଚନା କରିଥିଲେ ସଞ୍ଜୟ ମହାକୁଳ । ଅମରେଶ ପତି ଏହି କଥାଚିତ୍ରଟିର କାହାଣୀ ଲେଖିଥିଲେ ଏବଂ ନିର୍ଦ୍ଦେଶନା ଦେଇଥିଲେ । ସଙ୍ଗୀତକାର ଅଭିଜିତ ମଜୁମଦାର ଏହି କଥାଚିତ୍ରଟିର ସ୍ୱର ସଂଯୋଜନା କରିଥିଲେ । ଏହି କଥାଚିତ୍ରଟିର ମୁଖ୍ୟ ଭୂମିକାରେ ଅଭିନୟ କରିଥିଲେ ସମୀର ଶତପଥୀ । ଏହି କଥାଚିତ୍ର ଜରିଆରେ ସମୀର ଓଡ଼ିଆ କଥାଚିତ୍ର ଜଗତରେ ଅଭିନୟ କରିବା ଆରମ୍ଭ କରିଥିଲେ । ଦିବ୍ୟା ମହାନ୍ତି ଏବଂ ଅନନ୍ୟା ମିଶ୍ର ଏହି କଥାଚିତ୍ରଟିର ଦୁଇଜଣେ ନାୟିକା ଭାବରେ ଅଭିନୟ କରିଥିଲେ । ଅନ୍ୟାନ୍ୟ କଳାକାରମାନଙ୍କ ମଧ୍ୟରେ ଅପରାଜିତା ମହାନ୍ତି, ସଲିଲ ମିତ୍ର, ଜୟ ପ୍ରକାଶ ଦାସ, ଅନନ୍ତ ମିଶ୍ର, ଐଶ୍ୱର୍ଯ୍ୟା ଆଦି ବିଭିନ୍ନ ଭୂମିକା ଅଭିନୟ କରିଥିଲେ । ଏହି କଥାଚିତ୍ରଟିର କଟକର ଜୟଶ୍ରୀ ସିନେମା ହଲ୍ରେ ପ୍ରଥମେ ପ୍ରଦର୍ଶିତ ହୋଇଥିଲା । ଏହି ପ୍ରଦର୍ଶନରେ ଚନ୍ଦା ଲୋକମାନଙ୍କ ପାଇଁ ମାଗଣା ଫିଲ୍ମ ଦେଖିବାର ବ୍ୟବସ୍ଥା କରାଯାଇଥିଲା । (from Wikipedia, CC BY-SA)
More like this
Selfish Dil (2019)
Tu Mo Suna Chadhei (2019)
Luca (2019)
Kedara (2019)
From Me To You (2019)
Aamis (2019)
Robibaar (2019)
Madhaveeyam (2019)- More like this film, on a shelf you can walk up to.It's the lit case on the top shelf.