Tu Mora Sathire (2020)

- Country
- India
- Elsewhere
- IMDb

The catalogue in 3D
The film shelves have a room of their own that you can walk around in. The cat behind the counter is the AI Catbot, and they pick real films from the same catalogue when you tell them what you feel like watching. Nothing is for sale, here or in there. Go in from here and this film is already out on the counter, with more like it waiting on the shelf next to it.
How it feels
An Odia-language television film released in 2020. It follows a romantic story starring Sailendra Samantaray and Divya Mohanti. The film was produced by Rinkurinu Jena and Deepak Kumar Jena and directed by Raja Dash.
romanticlightheartedmodestfamily-friendlymusicalcheerfulsimple
What happens
ତୁ ମୋ ସାଥିରେ, ୨୦୨୦ ମସିହାରେ ଦୂରଦର୍ଶନରେ ମୁକ୍ତିଲାଭ କରିଥିବା ଏକ ଓଡ଼ିଆ କଥାଚିତ୍ର । ଏହି କଥାଚିତ୍ରଟିର ପ୍ରଯୋଜନା କରିଥିଲେ ରିଙ୍କୁରିନୁ ଜେନା ଓ ଦୀପକ କୁମାର ଜେନା । ରାଜା ଦାଶ ଏହି କଥାଚିତ୍ରଟିର ନିର୍ଦ୍ଦେଶନା ଦେଇଥିଲେ । ସଙ୍ଗୀତକାର ଅସଦ ନିଜାମ ଏହି କଥାଚିତ୍ରଟିର ସ୍ୱର ସଂଯୋଜନା କରିଥିଲେ । ଏହି କଥାଚିତ୍ରଟିର ମୁଖ୍ୟ ଭୂମିକାରେ ଅଭିନୟ କରିଥିଲେ ଶୈଳେନ୍ଦ୍ର ସାମନ୍ତରାୟ ଓ ଦିବ୍ୟା ମହାନ୍ତି । ଅଶ୍ରୁମୋଚନ ମହାନ୍ତି, ବଣ୍ଟି ଆର୍ ସାମଲ, ବାପି, ଅନନ୍ୟା ଆଦ୍ୟାଶା, ତୃପ୍ତି ସିହ୍ନା ଆଦି କଳାକାରମାନେ ଏହି କଥାଚିତ୍ରଟିର ବିଭିନ୍ନ ଭୂମିକାରେ ଅଭିନୟ କରିଥିଲେ । ୨୦୨୦ ମସିହାର ଡିସେମ୍ବର ୨୭ ତାରିଖରେ ଏହି କଥାଚିତ୍ରଟି ଜୀ ସାର୍ଥକରେ ମୁକ୍ତିଲାଭ କରିଥିଲା । ୧୭ ଦିନ ମଧ୍ୟରେ ଏହି କଥାଚିତ୍ରଟିର ନିର୍ମାଣ କରାଯାଇଥିଲା । (from Wikipedia, CC BY-SA)
More like this
Tu Mora Sathire 2 (2021)
Anguru na Milile Khata (2020)
Love You Priya (2020)
Chakhyubandhan (2021)
Sala Budhar Badla (2020)
Mo Mummy Papanka Bahaghara (2020)
Durgatinashini (2020)
Dahara Toka (2020)- More like this film, on a shelf you can walk up to.It's the lit case on the top shelf.