Chakhyubandhan (2021)

- Original title
- ଚକ୍ଷୁବନ୍ଧନ
- Directed by
- Rajendra Mohanta
- Genre
- drama, thriller
- Country
- India
- Runtime
- 2h 29m
- Rated
- U
- Elsewhere
- IMDb

The catalogue in 3D
The film shelves have a room of their own that you can walk around in. The cat behind the counter is the AI Catbot, and they pick real films from the same catalogue when you tell them what you feel like watching. Nothing is for sale, here or in there. Go in from here and this film is already out on the counter, with more like it waiting on the shelf next to it.
How it feels
This Odia film produced in 2021 features a story written by Dilip Kumar Choudhury and directed by Rajendra Mahanta. It stars Bhumika Dash, Raj Rajesh, Isani Sengupta, and Rushi in lead roles. The movie was released in both Odia and Bengali languages.
romanticemotionalfamily-orienteddramaticlyricalseriousregionaldevotional
What happens
ଚକ୍ଷୁବନ୍ଧନ, ୨୦୨୧ ମସିହାରେ ମୁକ୍ତିଲାଭ କରିଥିବା ଏକ ଓଡ଼ିଆ କଥାଚିତ୍ର । ଏହି କଥାଚିତ୍ରଟିର ପ୍ରଯୋଜନା କରିଥିଲେ ତପନ କୁମାର ଦାସ । ଦିଲ୍ଲୀପ କୁମାର ଚୌଧୁରୀ ଏହି କଥାଚିତ୍ରଟିର କାହାଣୀ ରଚନା କରିଥିଲେ ଏବଂ ରାଜେନ୍ଦ୍ର ମହାନ୍ତ ଏହାର ନିର୍ଦ୍ଦେଶନା ଦେଇଥିଲେ । ସଙ୍ଗୀତକାର ଅଭିଜତ ମଜୁମଦାର ଏହି କଥାଚିତ୍ରଟିର ସ୍ୱର ସଂଯୋଜନା କରିଥିଲେ । ଏହି କଥାଚିତ୍ରଟିର ମୁଖ୍ୟ ଭୂମିକାରେ ଅଭିନୟ କରିଥିଲେ ଭୂମିକା ଦାଶ, ରାଜ ରାଜେଶ, ଇସାନି ସେନଗୁପ୍ତା ଓ ଋଷି । ଦିଲ୍ଲୀପ ଚୌଧୁରୀ, ପ୍ରଶାନ୍ତ ପାତ୍ର, ତିଳୋତ୍ତମା, ଦିଲ୍ଲୀପ ବଳବନ୍ତରାୟ, ବିନି ଚାଟାର୍ଜୀ, ସାଇ ପ୍ରକାଶ, କମଳାକାନ୍ତ ଆଦି କଳାକାରମାନେ ଏହି କଥାଚିତ୍ରଟିର ବିଭିନ୍ନ ଭୂମିକାରେ ଅଭିନୟ କରିଥିଲେ । ଏହି କଥାଚିତ୍ରଟି ଓଡ଼ିଆ ଓ ବଙ୍ଗଳା ଭାଷାରେ ମୁକ୍ତିଲାଭ କରିଥିଲା । (from Wikipedia, CC BY-SA)
More like this
Sinthiru Sindura Alapa Dura (2021)
Mr. Romeo (2021)
Bijayinee (2021)
Luchei De Mate Chhati Bhitare (2021)
Tu Mora Sathire (2020)
Bisarjan (2021)
Tu Mora Sathire 2 (2021)
Akhi Bujidele Tu (2021)- More like this film, on a shelf you can walk up to.It's the lit case on the top shelf.