Mr. Romeo (2021)

- Country
- India
- Elsewhere
- IMDb
How it feels
A man and a woman are the main characters in this Odia film. It was produced by Pradyumna Lenka and directed by Ashwini Gadnayak. The film was released on television in 2021.
lightheartedromanticupbeatpredictablefamily-orientedstraightforwardmodestneutral
What happens
ମିଷ୍ଟର୍ ରୋମିଓ, ୨୦୨୧ ମସିହାରେ ମୁକ୍ତିଲାଭ କରିଥିବା ଏକ ଓଡ଼ିଆ କଥାଚିତ୍ର । ଏହି କଥାଚିତ୍ରଟିର ପ୍ରଯୋଜନା କରିଥିଲେ ପ୍ରଦ୍ୟୁମ୍ନ ଲେଙ୍କା । ରଜନୀ ରଞ୍ଜନ ଏହି କଥାଚିତ୍ରଟିର ସଂଳାପ ରଚନା କରିଥିଲେ ଏବଂ ଅଶିନୀ ଗଡ଼ନାୟକ କଥାଚିତ୍ରଟିର ନିର୍ଦ୍ଦେଶନା ଦେଇଥିଲେ । ଏହି କଥାଚିତ୍ରର ମୁଖ୍ୟ ଭୂମିକାରେ ଅଭିନୟ କରିଥିଲେ ଦୀପକ ବାରିକ ଓ ଲିପିକା ସେନାପତି । ପ୍ରୀତିରାଜ ଶତପଥୀ, ପିଣ୍ଟୁ ନନ୍ଦ, ପ୍ରଦ୍ୟୁମ୍ନ ଲେଙ୍କା, ହରିହର ମହାପାତ୍ର, ଚୌଧୁରୀ ଜୟପ୍ରକାଶ ଦାସ ଆଦି କଳାକାରମାନେ ଏହି କଥାଚିତ୍ରଟିର ବିଭିନ୍ନ ଭୂମିକାରେ ଅଭିନୟ କରିଥିଲେ । ୭ ନଭେମ୍ବର ୨୦୨୧ରେ ଏହି କଥାଚିତ୍ରଟି ଓଡ଼ିଆ ଦୂରଦର୍ଶନ ଚେନାଲ୍ ଜୀ ସାର୍ଥକରେ ମୁକ୍ତଲାଭ କରିଥିଲା । (from Wikipedia, CC BY-SA)
More like this
- Luchei De Mate Chhati Bhitare (2021)
- Bisarjan (2021)
- Mana Mo Neigalu Re (2021)
- Ardhangini (2021)
- Jungle (2021)
- Sathi Tu Pheria (2018)
- Chakhyubandhan (2021)
- Paro Hates Devdas (2021)
Browse movies and series
press Enter to search by title, your filters still apply · for something by mood, tap Discover
Lists: Korean thrillers worth the evening · Anime films beyond Studio Ghibli · Slow films for a rainy night · Horror that unsettles instead of startling · Series you can finish in a weekend · Nordic crime worth the subtitles · Good films that end in under 90 minutes · Documentaries that play like thrillers
Loading movies…