Moosha Mora Rajanikant (2020)

- Directed by
- Sanjay Nayak
- Country
- India

The catalogue in 3D
The film shelves have a room of their own that you can walk around in. The cat behind the counter is the AI Catbot, and they pick real films from the same catalogue when you tell them what you feel like watching. Nothing is for sale, here or in there. Go in from here and this film is already out on the counter, with more like it waiting on the shelf next to it.
How it feels
A television film from Odisha, it features actors Lipika and Karan in lead roles. The story follows their characters through a comedy of situations.
lightheartedcomedicwhimsicaleasygoingfamily-friendlyplayfulupbeat
What happens
ମୂଷା ମୋର ରଜନୀକାନ୍ତ, ୨୦୨୦ ମସିହାରେ ଦୂରଦର୍ଶନରେ ମୁକ୍ତିଲାଭ କରିଥିବା ଏକ ଓଡ଼ିଆ କଥାଚିତ୍ର । ଏହି କଥାଚିତ୍ରଟିର ପ୍ରଯୋଜନା କରିଥିଲେ ଜାଗି ମଙ୍ଗଦ ପଣ୍ଡା, ଯାହାକି ତରଙ୍ଗ ସିନେ ପ୍ରଡକ୍ସନରେ ନିର୍ମାଣ କରାଯାଇଥିଲା । ସଞ୍ଜୟ ମହାକୁଳ ଓ ବି. ଚନ୍ଦନ କୁମାର ଏହି କଥାଚିତ୍ରଟିର ସଂଳାପ ରଚନା କରିଥିଲେ । ନିର୍ଦ୍ଦେଶକ ସଞ୍ଜୟ ନାୟକ ଏହି କଥାଚିତ୍ରଟିର କାହାଣୀ ଓ ଚିତ୍ରନାଟ୍ୟ ରଚନା କରିଥିଲେ ଏବଂ ନିର୍ଦ୍ଦେଶନା ଦେଇଥିଲେ । ଏହି କଥାଚିତ୍ରଟିର ମୁଖ୍ୟ ଭୂମିକାରେ ଅଭିନୟ କରିଥିଲେ ଲିପିକା ଓ କରଣ । ଅଭିଜିତ, ଅଶ୍ରୁମୋଚନ ମହାନ୍ତି, ବିଜୁ ବଡ଼ଜେନା, ନୀଲା ଆଦି କଳାକାରମାନେ ଏହି କଥାଚିତ୍ରଟିର ବିଭିନ୍ନ ଭୂମିକାରେ ଅଭିନୟ କରିଥିଲେ । ଏହି କଥାଚିତ୍ରଟିର ୨୦୨୦ ମସିହାର ଜୁନ ୧୪ ତାରିଖରେ ତରଙ୍ଗ ଟିଭିରେ ମୁକ୍ତିଲାଭ କରିଥିଲା । (from Wikipedia, CC BY-SA)
More like this
Lucky Ra Lock Down Love Story (2020)
Charitra (2020)
Anguru na Milile Khata (2020)
Tu Bhari Beautiful (2021)
Al Mallu (2020)
Ea Bi Gote Love Story (2021)
Dahara Toka (2020)
Oh My Kadavule (2020)- More like this film, on a shelf you can walk up to.It's the lit case on the top shelf.