Pal Pal Tate Chahen (2021)

- Directed by
- Sudhakar Vasant
- Country
- India
- Elsewhere
- IMDb

The catalogue in 3D
The film shelves have a room of their own that you can walk around in. The cat behind the counter is the AI Catbot, and they pick real films from the same catalogue when you tell them what you feel like watching. Nothing is for sale, here or in there. Go in from here and this film is already out on the counter, with more like it waiting on the shelf next to it.
How it feels
Deepak Barik, Prachi Chaudhury, and Manasi Pal play the main characters in this Odia film. It tells a love story produced by actor Deepak Barik. The film was released on Tarang TV in December 2021.
romanticemotionaldramaticupbeatmusicalcolorfulheartfeltfamily-oriented
What happens
ପଲ୍ ପଲ୍ ତତେ ଚାହେଁ, ୨୦୨୧ ମସିହାରେ ମୁକ୍ତିଲାଭ କରିଥିବା ଏକ ଓଡ଼ିଆ କଥାଚିତ୍ରଟିର । ଏହି କଥାଚିତ୍ରଟି ପ୍ରଯୋଜନା କରିଥିଲେ ଅଭିନେତା ଦୀପକ ବାରିକ । ତନୁଜା ସାହୁ ଏହି କଥାଚିତ୍ରଟିର କାହାଣୀ ରଚନା କରିଥିଲେ ଏବଂ ରଜନୀ ରଞ୍ଜନ ଏହି କଥାଚିତ୍ରଟିର ସଂଳାପ ରଚନା କରିଥିଲେ । ସୁଧାକର ବସନ୍ତ ଏହି କଥାଚିତ୍ରଟିର ନିର୍ଦ୍ଦେଶନା ଦେଇଥିଲେ । ସଙ୍ଗୀତକାର ଅଭିଜିତ ମଜୁମଦାର ଏହି କଥାଚିତ୍ରଟିର ସ୍ୱର ସଂଯୋଜନା କରିଥିଲେ । ଏହି କଥାଚିତ୍ରଟିର ମୁଖ୍ୟ ଭୂମିକାରେ ଅଭିନୟ କରିଥିଲେ ଦୀପକ ବାରିକ, ପ୍ରାଚି ଚୌଧୁରୀ ଓ ମାନସୀ ପାଲ । ପିଣ୍ଟୁ ନନ୍ଦ, ପ୍ରଦ୍ୟୁମ୍ନ ଲେଙ୍କା, ସରୋଜ ଦାସ, ନନସେନ୍ସ ମଣି, ବିକାଶ ସୋମୁ, ମଧୁ, ମିନାକ୍ଷୀ, ଅଞ୍ଜଳି, ଟିକି ଆଦି କଳାକାରମାନେ ଏହି କଥାଚିତ୍ରଟିର ବିଭିନ୍ନ ଭୂମିକାରେ ଅଭିନୟ କରିଥିଲେ । ଏହି କଥାଚିତ୍ରଟି ୨୦୨୧ ମସିହାର ଡିସେମ୍ବର ୨୬ ତାରିଖରେ ତରଙ୍ଗ ଟିଭି ଓ ତରଙ୍ଗ ପ୍ଲସ୍ରେ ମୁକ୍ତିଲାଭ କରିଥିଲା । (from Wikipedia, CC BY-SA)
More like this
Luchei De Mate Chhati Bhitare (2021)
Jatha Rabanasya Mandodari (2022)
Akhi Bujidele Tu (2021)
Sinthiru Sindura Alapa Dura (2021)
Bichha Gang (2022)
Mr. Romeo (2021)
Oye Anjali (2022)
Manaska (2023)- More like this film, on a shelf you can walk up to.It's the lit case on the top shelf.