Pheri Asuthibi Kolaku Tora (2022)

- Directed by
- Sanjay Nayak
- Country
- India
How it feels
A man returns to his hometown and reconnects with loved ones. The story focuses on family bonds and a romantic relationship.
dramaticemotionalromanticfamily-orientedsentimentalslow-pacedmusical
What happens
ଫେରି ଆସୁଥିବି କୋଳକୁ ତୋ'ର ୨୦୨୨ ମସିହାରେ ଦୂରଦର୍ଶନରେ ମୁକ୍ତିଲାଭ କରିଥିବା ଏକ ଓଡ଼ିଆ କଥାଚିତ୍ର । ଏହି କଥାଚିତ୍ରଟିର ପ୍ରଯୋଜନା କରିଥିଲେ ଅଭିନେତା ରବି ମିଶ୍ର । ସଞ୍ଜୟ ନାୟକ ଏହି କଥାଚିତ୍ରଟିର କାହାଣୀ ଓ ଚିତ୍ରନାଟ୍ୟ ରଚନା କରିଥିଲେ ଏବଂ ନିର୍ଦ୍ଦେଶନା ଦେଇଥିଲେ । ସଙ୍ଗୀତକାର ଗୁଡ୍ଲୀ ରଥ ଏହି କଥାଚିତ୍ରଟିର ସ୍ୱର ସଂଯୋଜନା କରିଥିଲେ । ଏହି କଥାଚିତ୍ରଟିର ମୁଖ୍ୟ ଭୂମିକାରେ ଅଭିନୟ କରିଥିଲେ ଜ୍ୟୋତିପ୍ରକାଶ ପଣ୍ଡା ଓ ପୁନମ ମିଶ୍ର । ସଲୋନି, ରବି ମିଶ୍ର, ବିରେନ ମିଶ୍ର, ପ୍ରେମାଞ୍ଜନ ପରିଡ଼ା, ବିଜୁ ବଡ଼ଜେନା, ଗୁଡି, ଧିରେନ ମିଶ୍ର, ଶୈଳେନ୍ଦ୍ର, ଭିକାରୀ ଆଦି କଳାକାରମାନେ ଏହି କଥାଚିତ୍ରଟିର ବିଭିନ୍ନ ଭୂମିକାରେ ଅଭିନୟ କରିଥିଲେ । ଏହି କଥାଚିତ୍ରଟି ୨୦୨୨ ମସିହାର ସେପ୍ଟେମ୍ବର ୧୮ ତାରିଖରେ ଜୀ ସାର୍ଥକରେ ପ୍ରସାରିତ ହୋଇଥିଲା । (from Wikipedia, CC BY-SA)
More like this
- Mr. Kanheiya (2022)
- Made in China (2022)
- Ninne Pelladatha (2022)
- To Na Ra Mane Han (2022)
- Boura Hatabaksa (2022)
- Darja (2022)
- Dear Love (2022)
- Prasthanam (2022)
Browse movies and series
press Enter to search by title, your filters still apply · for something by mood, tap Discover
Lists: Korean thrillers worth the evening · Anime films beyond Studio Ghibli · Slow films for a rainy night · Horror that unsettles instead of startling · Series you can finish in a weekend · Nordic crime worth the subtitles · Good films that end in under 90 minutes · Documentaries that play like thrillers
Loading movies…