Underplayed Gems
The whole movie catalogue

Films and series, searchable by what they are

← Back to the shop

Kiss Miss (2022)

Kiss Miss poster
Original title
କିସ୍ ମିସ୍
Directed by
Sushant Mani
Genre
drama, romance
Country
India
Runtime
2h 23m
Rated
U
Elsewhere
IMDb

How it feels

A man and a woman fall into romantic situations that lead to misunderstandings and comedy. Their story unfolds around the festive time of Ganesh Puja.

lightheartedromanticbreezyupbeatplayfulsweetenergetic

What happens

କିସ୍ ମିସ୍ ୨୦୨୨ ମସିହାରେ ମୁକ୍ତିଲାଭ କରିଥିବା ଏକ ଓଡ଼ିଆ କଥାଚିତ୍ର । ଏହି କଥାଚିତ୍ରଟିର ପ୍ରଯୋଜନା କରିଥିଲେ ଅଭିନେତ୍ରୀ ଝିଲିକ୍ ଭଟ୍ଟାଚାର୍ଯ୍ୟ । ସଞ୍ଜୀବ ରଥ ଏହି କଥାଚିତ୍ରଟିର ସଂଳାପ ରଚନା କରିଥିଲେ । ନିର୍ଦ୍ଦେଶକ ସୁଶାନ୍ତ ମଣି ଏହି କଥାଚିତ୍ରଟିର କାହାଣୀ ଓ ଚିତ୍ରନାଟ୍ୟ ରଚନା କରିଥିଲେ ଏବଂ ନିର୍ଦ୍ଦେଶନା ଦେଇଥିଲେ । ସଙ୍ଗୀତକାର ଅଭିଜିତ ମଜୁମଦାର ଏହି କଥାଚିତ୍ରଟିର ସ୍ୱର ସଂଯୋଜନା କରିଥିଲେ । ଏହି କଥାଚିତ୍ରଟିର ବିଭିନ୍ନ ମୁଖ୍ୟ ଭୂମିକାରେ ଅଭିନୟ କରିଥିଲେ ସ୍ୱରାଜ ବାରିକ ଓ ଶିବାନୀ ସଙ୍ଗୀତା । ପୃଥ୍ୱୀରାଜ ନାୟକ, ନୀତୁ ସିଂହ, ସୋମେନ ପୂଜାରୀ, ଧରିତ୍ରୀ ଖଣ୍ଡୁଆଳ, ମାମୁନି ନନ୍ଦ, ବର୍ଷା, ଲିଙ୍କନ ପଟ୍ଟନାୟକ ଆଦି କଳାକାରମାନେ ଏହି କଥାଚିତ୍ରଟିର ବିଭିନ୍ନ ଭୂମିକାରେ ଅଭିନୟ କରିଥିଲେ । ଏହି କଥାଚିତ୍ରଟିର ୨୦୨୨ ମସିହାର ଅଗଷ୍ଟ ୩୧ ତାରିଖରେ ଗଣେଶ ପୂଜା ସମୟରେ ପ୍ରେକ୍ଷାଳୟରେ ମୁକ୍ତିଲାଭ କରିଥିଲା । (from Wikipedia, CC BY-SA)

More like this

This page is from Underplayed Gems. Not quite it? Tell the Catbot what you feel like watching and it picks from the whole catalogue, or browse by genre, country and year.

Lists: Korean thrillers worth the evening · Anime films beyond Studio Ghibli · Slow films for a rainy night · Horror that unsettles instead of startling · Series you can finish in a weekend · Nordic crime worth the subtitles · Good films that end in under 90 minutes · Documentaries that play like thrillers

Loading movies…

What should I watch?