Bibhranta (2023)

- Country
- India

The catalogue in 3D
The film shelves have a room of their own that you can walk around in. The cat behind the counter is the AI Catbot, and they pick real films from the same catalogue when you tell them what you feel like watching. Nothing is for sale, here or in there. Go in from here and this film is already out on the counter, with more like it waiting on the shelf next to it.
How it feels
A 2023 Odia film about characters played by Jyoti Ranjan Nayak and Tamanna Vyas. The story involves their personal conflicts and relationships.
dramaticemotionalstraightforwardmoderate-pacedgroundedearnestunpretentious
What happens
ବିଭ୍ରାନ୍ତ ୨୦୨୩ ମସିହାରେ ମୁକ୍ତିଲାଭ କରିଥିବା ଏକ ଓଡ଼ିଆ କଥାଚିତ୍ର । ଏହି କଥାଚିତ୍ରଟିର ପ୍ରଯୋଜନା କରିଥିଲେ ହର ପ୍ରସାଦ ସାହୁ । ଅମିତ କୁମାର ଦାସ ଏହି କଥାଚିତ୍ରଟିର ସଂଳାପ ରଚନା କରିଥିଲେ । ନିର୍ଦ୍ଦେଶକ ବିଶ୍ୱଭୂଷଣ ମହାପାତ୍ର ଏହି କଥାଚିତ୍ରଟିର କାହାଣୀ ଓ ଚିତ୍ରନାଟ୍ୟ ରଚନା କରିଥିଲେ ଏବଂ ନିର୍ଦ୍ଦେଶନା ଦେଇଥିଲେ । ସଙ୍ଗୀତକାର ଅଭିଜିତ ମଜୁମଦାର ଓ ଗୌରବ ଆନନ୍ଦ ଏହି କଥାଚିତ୍ରଟିର ସ୍ୱର ସଂଯୋଜନା କରିଥିଲେ । ଏହି କଥାଚିତ୍ରଟିର ମୁଖ୍ୟ ଭୂମିକାରେ ଅଭିନୟ କରିଥିଲେ ଜ୍ୟୋତି ରଞ୍ଜନ ନାୟକ ଓ ତମନ୍ନା ବ୍ୟାସ । ପ୍ରଜ୍ଞା ଖଟୁଆ, ଦୀପନ ବରୁଆ ଆଦି କଳାକାରମାନେ ଏହି କଥାଚିତ୍ରଟିର ବିଭିନ୍ନ ଭୂମିକାରେ ଅଭିନୟ କରିଥିଲେ । ଏହି କଥାଚିତ୍ରଟିର ଟ୍ରେଲର୍ କୋଏମ୍ବଟୁରର ଇଶାଯୋଗା ସେଣ୍ଟରରେ ଥିବା ଆଦିଯୋଗୀ ଅଡ଼ିଟୋରିଅମ୍ରେ ମୁକ୍ତିଲାଭ କରିଥିଲା । ୨୦୨୩ ମସିହାର ଫେବୃଆରୀ ୧୦ ତାରିଖରେ ଏହି କଥାଚିତ୍ରଟି ପ୍ରେକ୍ଷାଳୟରେ ମୁକ୍ତିଲାଭ କରିଥିଲା । (from Wikipedia, CC BY-SA)
More like this
Kartabya (2023)
Kasturi (2023)
Preeti Bandhan (2023)
Mana Museum (2023)
Prem For Sale (2023)
Shambhu (2025)
Prtisodh (2023)
Bandhu Nuhe Tu Badhu (2025)- More like this film, on a shelf you can walk up to.It's the lit case on the top shelf.