Preeti Bandhan (2023)

- Country
- India

The catalogue in 3D
The film shelves have a room of their own that you can walk around in. The cat behind the counter is the AI Catbot, and they pick real films from the same catalogue when you tell them what you feel like watching. Nothing is for sale, here or in there. Go in from here and this film is already out on the counter, with more like it waiting on the shelf next to it.
How it feels
A group of people navigate love and relationships in a small Odia community. The story focuses on how personal bonds form and get tested through everyday situations.
lightheartedromanticfamily-orientedplayfulupbeatemotionalsweet
What happens
ପ୍ରୀତି ବନ୍ଧନ ୨୦୨୩ ମସିହାରେ ମୁକ୍ତିଲାଭ କରିଥିବା ଏକ ଓଡ଼ିଆ କଥାଚିତ୍ର । ଏହି କଥାଚିତ୍ରଟିର ପ୍ରଯୋଜନା କରିଥିଲେ ନରେନ୍ଦ୍ର କୁମାର ପାତ୍ର ଓ ପ୍ରଶାନ୍ତ କୁମାର ନାୟକ । ଅଭିଜିତ ସିନ୍ଦେ ଏହି କଥାଚିତ୍ରଟିର କାହାଣୀ ଲେଖିଥିଲେ ଓ ସଂଳାପ ଲେଖିଥିଲେ ସୁନୀଲ ବାପି । ନିର୍ଦ୍ଦେଶକ ରାସେଶ ମହାନ୍ତି ଏହି କଥାଚିତ୍ରଟିର ଚିତ୍ରନାଟ୍ୟ ରଚନା କରିଥିଲେ ଏବଂ ନିର୍ଦ୍ଦେଶନା ଦେଇଥିଲେ । ଏହି କଥାଚିତ୍ରଟିର ମୁଖ୍ୟ ଭୂମିକାରେ ଅଭିନୟ କରିଥିଲେ ସମ୍ବିତ ଆଚାର୍ଯ୍ୟ, ତମନ୍ନା ବ୍ୟାସ ଓ ତୃପ୍ତି । ପୃଥ୍ୱୀରାଜ ନାୟକ, ପୁଷ୍ପା ପଣ୍ଡା, ଭୂପତି ତ୍ରିପାଠୀ, କେଦାର ମିଶ୍ର, ଥିନ୍, ଅଳକା ଶତପଥୀ, ପ୍ରଶାନ୍ତ ନାୟକ, ନୂପୁର ଘୋଷ, ସସ୍ମିତା ଆଦି କଳାକାରମାନେ ଏହି କଥାଚିତ୍ରଟିର ବିଭିନ୍ନ ଭୂମିକାରେ ଅଭିନୟ କରିଥିଲେ । ଏହି କଥାଚିତ୍ରଟି ୨୦୨୩ ମସିହାର ମଇ ୨୫ ତାରିଖରେ ପ୍ରେକ୍ଷାଳୟରେ ମୁକ୍ତିଲାଭ କରିଥିଲା । (from Wikipedia, CC BY-SA)
More like this
Mana Museum (2023)
Prem For Sale (2023)
Lagila Ranga Golapi Golapi (2023)
Mama Weds Papa (2023)
Kartabya (2023)
Bapa Superman (2023)
Shayari Shayari (2023)
Priya Ra Pre-wedding Love Story (2023)- More like this film, on a shelf you can walk up to.It's the lit case on the top shelf.