Kartabya (2023)

- Country
- India

The catalogue in 3D
The film shelves have a room of their own that you can walk around in. The cat behind the counter is the AI Catbot, and they pick real films from the same catalogue when you tell them what you feel like watching. Nothing is for sale, here or in there. Go in from here and this film is already out on the counter, with more like it waiting on the shelf next to it.
How it feels
An Odia film about a person dealing with duty and responsibility in their life. It follows the main character through challenges involving family and relationships.
dramaticemotionalfamily-centeredrelationship-focusedintimateearnestserious
What happens
କର୍ତ୍ତବ୍ୟ ୨୦୨୩ ମସିହାରେ ମୁକ୍ତିଲାଭ କରିଥିବା ଏକ ଓଡ଼ିଆ କଥାଚିତ୍ର । ଏହି କଥାଚିତ୍ରଟିର ପ୍ରଯୋଜନା କରିଥିଲେ ଶଙ୍କର ପାତ୍ର, ଯାହାକି ଶ୍ରୀ ଜଗନ୍ନାଥ ମୁଭିଜ୍ ଓ ମୁକ୍ତି ଏକ୍ସପ୍ରେସ ପ୍ରଯୋଜନା ସଂସ୍ଥାଦ୍ୱାରା ନିର୍ମାଣ କରାଯାଇଥିଲା । ସୂର୍ଯ୍ୟ ନାରାୟଣ ବେହେରା ଏହି କଥାଚିତ୍ରଟିର କାହାଣୀ ଓ ସଂଳାପ ରଚନା କରିଥିଲେ । ଏହି କଥାଚିତ୍ରଟିର ନିର୍ଦ୍ଦେଶନା ଦେଇଥିଲେ ମାନସ ରଞ୍ଜନ ପାତ୍ର । ଏହି କଥାଚିତ୍ରଟିର ମୁଖ୍ୟ ଭୂମିକାରେ ଅଭିନ୍ୟ କରିଥିଲେ ସତ୍ୟଜିତ ପୁରୋହିତ, ରୂପେଶ, ତନୁଶ୍ରୀ ଓ ପ୍ରିୟଦର୍ଶିନୀ । ବିଜୟ ମହାନ୍ତି, ଅଶ୍ରୁମୋଚନ ମହାନ୍ତି, ରତନ ମେହେର, ଜୀବନ ପଣ୍ଡା, ସୂର୍ଯ୍ୟ ନାରାୟଣ ବେହେରା ଆଦି କଳାକାରମାନେ ଏହି କଥାଚିତ୍ରଟିର ବିଭିନ୍ନ ଭୂମିକାରେ ଅଭିନୟ କରିଥିଲେ । ଏହି କଥାଚିତ୍ରଟି ୨୦୨୩ ମସିହାର ସେପ୍ଟେମ୍ବର ୧ ତାରିଖରେ ପ୍ରେକ୍ଷାଳୟରେ ମୁକ୍ତିଲାଭ କରିଥିଲା । (from Wikipedia, CC BY-SA)
More like this
Mana Museum (2023)
Preeti Bandhan (2023)
Bapa Superman (2023)
Kasturi (2023)
Lagila Ranga Golapi Golapi (2023)
Mama Weds Papa (2023)
Prem For Sale (2023)
Prtisodh (2023)- More like this film, on a shelf you can walk up to.It's the lit case on the top shelf.