Mama Weds Papa (2023)

- Original title
- ମାମା ୱେଡ୍ସ ପାପା
- Directed by
- Appu Kanungo
- Genre
- family, drama, comedy
- Country
- India
- Rated
- U
- Elsewhere
- IMDb

The catalogue in 3D
The film shelves have a room of their own that you can walk around in. The cat behind the counter is the AI Catbot, and they pick real films from the same catalogue when you tell them what you feel like watching. Nothing is for sale, here or in there. Go in from here and this film is already out on the counter, with more like it waiting on the shelf next to it.
How it feels
A couple navigates wedding preparations and family dynamics in this Odia film. It follows their experiences leading up to marriage.
lightheartedromanticcomedicupbeatquirkyfamily-oriented
What happens
ମାମା ୱେଡ୍ସ୍ ପାପା ୨୦୨୩ ମସିହାରେ ମୁକ୍ତିଲାଭ କରିଥିବା ଏକ ଓଡ଼ିଆ କଥାଚିତ୍ର । ଏହି କଥାଚିତ୍ରଟିର ପ୍ରଯୋଜନା କରିଥିଲେ ବି. ଚନ୍ଦ୍ରପ୍ରିୟ ସୁବୁଦ୍ଧି । ଚିନ୍ମୟ ଦାସ ପଟ୍ଟନାୟକ ଏହି କଥାଚିତ୍ରଟିର ସଂଳାପ ରଚନା କରିଥିଲେ । ନିର୍ଦ୍ଦେଶକ ଅପ୍ପୁ କାନୁନ୍ଗୋ ଏହି କଥାଚିତ୍ରଟିର କାହାଣୀ, ଚିତ୍ରନାଟ୍ୟ ଓ ସଂଳାପ ରଚନା କରିଥିଲେ ଏବଂ ନିର୍ଦ୍ଦେଶନା ଦେଇଥିଲେ । ସଙ୍ଗୀତକାର ଅସଦ ନିଜାମ ଓ ଅପ୍ପୁ କାନୁନ୍ଗୋ ଏହି କଥାଚିତ୍ରଟିର ସ୍ୱର ସଂଯୋଜନା କରିଥିଲେ । ଏହି କଥାଚିତ୍ରଟିର ମୁଖ୍ୟ ଭୂମିକାରେ ଅଭିନୟ କରିଥଲେ ଅଭିଶେକ ରଥ, ରିତିଷା ଓ ପ୍ରିୟଙ୍କା । କୃଷ୍ଣା ଅଭିଶେକ, ଜ୍ୟୋତି ମିଶ୍ର, ଦେବୁ ପଟ୍ଟନାୟକ, ଐଶ୍ୱର୍ଯ୍ୟା, ପ୍ରଜ୍ଞା, ରଜନୀ ରଞ୍ଜନ, ଗୁଡ୍ଡୁ, ମୁନ୍ନୀ ଆଦି କଳାକାରମାନେ ଏହି କଥାଚିତ୍ରଟିର ବିଭିନ୍ନ ଭୂମିକାରେ ଅଭିନୟ କରିଥିଲେ । ଏହି କଥାଚିତ୍ରଟି ୧୭ ଫେବୃଆରୀ ୨୦୨୩ରେ ଓଡ଼ିଶାରେ ୩୦ଟି ପ୍ରେକ୍ଷାଳୟରେ ମୁକ୍ତିଲାଭ କରିଥିଲା । (from Wikipedia, CC BY-SA)
More like this
Prem For Sale (2023)
Preeti Bandhan (2023)
Lagila Ranga Golapi Golapi (2023)
Bapa Superman (2023)
Mana Museum (2023)
Priya Ra Pre-wedding Love Story (2023)
Shayari Shayari (2023)
Kartabya (2023)- More like this film, on a shelf you can walk up to.It's the lit case on the top shelf.