Shayari Shayari (2023)

- Original title
- ଶାୟରୀ ଶାୟରୀ
- Directed by
- Ranjit Mohanty
- Genre
- romance, drama
- Country
- India
- Runtime
- 2h 28m
- Rated
- U

The catalogue in 3D
The film shelves have a room of their own that you can walk around in. The cat behind the counter is the AI Catbot, and they pick real films from the same catalogue when you tell them what you feel like watching. Nothing is for sale, here or in there. Go in from here and this film is already out on the counter, with more like it waiting on the shelf next to it.
How it feels
This Odia film tells a love story set against a backdrop of poetry and music. It follows the romance between a man and a woman as they navigate their feelings and cultural traditions.
light-heartedmusicalromanticslow-pacedwhimsicaltraditionalsentimental
What happens
ଶାୟରୀ ଶାୟରୀ ୨୦୨୩ ମସିହାରେ ମୁକ୍ତିଲାଭ କରିଥିବା ଏକ ଓଡ଼ିଆ କଥାଚିତ୍ର । ଏହି କଥାଚିତ୍ରଟିର ପ୍ରଯୋଜନା କରିଥିଲେ ରାଜେନ୍ଦ୍ର ପ୍ରସାଦ ପାତ୍ର । ପ୍ରମୋଦ କୁମାରୀ ପାତ୍ର ଏହି କଥାଚିତ୍ରଟିର କାହାଣୀ ରଚନା କରିଥିଲେ । ନିର୍ଦ୍ଦେଶକ ରଣଜିତ ମହାନ୍ତି ଏହି କଥାଚିତ୍ରଟିର ଚିତ୍ରନାଟ୍ୟ ଓ ସଂଳାପ ରଚନା କରିଥିଲେ ଏବଂ ନିର୍ଦ୍ଦେଶନା ଦେଇଥିଲେ । ସଙ୍ଗୀତକାର ବୈଦ୍ୟନାଥ ଦାଶ ଏହି କଥାଚିତ୍ରଟିର ସ୍ୱର ସଂଯୋଜନା କରିଥିଲେ । ଏହି କଥାଚିତ୍ରଟିର ମ୍ୟୁଖ୍ୟ ଭୂମିକାରେ ଅଭିନୟ କରିଥିଲେ ଦୁର୍ଗାମାଧବ ପାତ୍ର ଓ ପ୍ରିୟଙ୍କା ସାହୁ । ପ୍ରଦ୍ୟୁମ୍ନ ଲେଙ୍କା, ପିଣ୍ଟୁ ନନ୍ଦ, ଅକ୍ଷୟ ବସ୍ତିଆ, ଅସୀତ ପତି, ବ୍ରଜ ସିଂହ, ପ୍ରଶାନ୍ତ ପତି, ଜୀବନ ପଣ୍ଡା, ପ୍ରକାଶ ମହାପାତ୍ର, ଅଳକା ଶତପଥୀ ଆଦି କଳାକାରମାନେ ଏହି କଥାଚିତ୍ରଟିର ବିଭିନ୍ନ ଭୂମିକାରେ ଅଭିନୟ କରିଥିଲେ । ଏହି କଥାଚିତ୍ରଟି ୧୪ ଅପ୍ରେଲ ୨୦୨୩ ଦିନ ପଣା ସଂକ୍ରାନ୍ତି ଅବସରରେ ମୁକ୍ତିଲାଭ କରିଥିଲା । (from Wikipedia, CC BY-SA)
More like this
Lagila Ranga Golapi Golapi (2023)
Prem For Sale (2023)
Mana Museum (2023)
Preeti Bandhan (2023)
Mama Weds Papa (2023)
Priya Ra Pre-wedding Love Story (2023)
Kasturi (2023)
Au Gote Love Story (2022)- More like this film, on a shelf you can walk up to.It's the lit case on the top shelf.