Priya Ra Pre-wedding Love Story (2023)

- Country
- India

The catalogue in 3D
The film shelves have a room of their own that you can walk around in. The cat behind the counter is the AI Catbot, and they pick real films from the same catalogue when you tell them what you feel like watching. Nothing is for sale, here or in there. Go in from here and this film is already out on the counter, with more like it waiting on the shelf next to it.
How it feels
This is an Odia language romantic film released on television. It follows a couple and their personal relationships leading up to a wedding. The story involves love and the events surrounding a marriage proposal.
romanticlightheartedupbeatcontemporaryemotionalsimplefeel-good
What happens
ପ୍ରିୟାର ପ୍ରି-ୱେଡିଂ ଲଭ୍ଷ୍ଟୋରୀ ୨୦୨୩ ମସିହାରେ ଦୂରଦର୍ଶନରେ ମୁକ୍ତିଲାଭ କରିଥିବା ଏକ ଓଡ଼ିଆ କଥାଚିତ୍ର । ଏହି କଥାଚିତ୍ରଟିର ପ୍ରଯୋଜନା କରିଥିଲେ ସଞ୍ଜିବ ଦ୍ୱିବେଦୀ । ଭରଦ୍ୱାଜ ପଣ୍ଡା ଏହି କଥାଚିତ୍ରଟିର କାହାଣୀ, ଚିତ୍ରନାଟ୍ୟ ଓ ସଂଳାପ ରଚନା କରିଥିଲେ । ଏହି କଥାଚିତ୍ରଟିର ନିର୍ଦ୍ଦେଶନା ଦେଇଥିଲେ ରାଜେନ୍ଦ୍ର ମହାନ୍ତ । ସଙ୍ଗୀତକାର ବିଭୂତି ଭୂଷଣ ଗଡ଼ନାୟକ ଏହି କଥାଚିତ୍ରଟିର ସ୍ୱର ସଂଯୋଜନା କରିଥିଲେ । ଏହି କଥାଚିତ୍ରଟିର ମୁଖ୍ୟ ଭୂମିକାରେ ଅଭିନୟ କରିଥିଲେ ସମ୍ଭବ ମାନସିଂହ, ଅଙ୍କିତ କୁମାର ଓ ତୃପ୍ତି ମିରାମ୍ବିକା । ମହିମା ଦାଶ, ଆକାଶ ଓ ପ୍ରସନ୍ନଜିତ ଆଦି କଳାକାରମାନେ ଏହି କଥାଚିତ୍ରଟିର ବିଭିନ୍ନ ଭୂମିକାରେ ଅଭିନୟ କରିଥିଲେ । ଏହି କଥାଚିତ୍ରଟି ୩୦ ଅପ୍ରେଲ ୨୦୨୩ରେ ତରଙ୍ଗ ଟିଭି ଓ ତରଙ୍ଗ ପ୍ଲସରେ ମୁକ୍ତିଲାଭ କରିଥିଲା । (from Wikipedia, CC BY-SA)
More like this
Prem For Sale (2023)
Mama Weds Papa (2023)
Preeti Bandhan (2023)
Lagila Ranga Golapi Golapi (2023)
Shayari Shayari (2023)
Mana Museum (2023)
Kartabya (2023)
Prtisodh (2023)- More like this film, on a shelf you can walk up to.It's the lit case on the top shelf.