Bapa Superman (2023)

- Directed by
- Sudhanshu Mohan Sahu
- Country
- India

The catalogue in 3D
The film shelves have a room of their own that you can walk around in. The cat behind the counter is the AI Catbot, and they pick real films from the same catalogue when you tell them what you feel like watching. Nothing is for sale, here or in there. Go in from here and this film is already out on the counter, with more like it waiting on the shelf next to it.
How it feels
A father and his children navigate their family life. This Odia film follows their relationships and experiences together.
family-orientedheartfeltemotionalupbeatdramaticsentimentalwarm
What happens
ବାପା ସୁପର୍ମ୍ୟାନ୍ ୨୦୨୩ ମସିହାରେ ମୁକ୍ତିଲାଭ କରିଥିବା ଏକ ଓଡ଼ିଆ କଥାଚିତ୍ର । ଏହି କଥାଚିତ୍ରଟିର ପ୍ରଯୋଜନା କରିଥିଲେ ପ୍ରକାଶ ରଞ୍ଜନ ଜେନା । ପ୍ରିୟବ୍ରତ ପଣ୍ଡା ଏହି କଥାଚିତ୍ରଟିର କାହାଣୀ, ଚିତ୍ରନାଟ୍ୟ ଓ ସଂଳାପ ରଚନା କରିଥିଲେ । ଏହି କଥାଚିତ୍ରଟିର ନିର୍ଦ୍ଦେଶନା ଦେଇଥିଲେ ସୁଧାଂଶୁ ମୋହନ ସାହୁ । ସଙ୍ଗୀତକାର ସୌମିତ୍ରୀ ପଲାଇ ଏହି କଥାଚିତ୍ରଟିର ସ୍ୱର ସଂଯୋଜନା କରିଥିଲେ । ଏହି କଥାଚିତ୍ରଟିର ମୁଖ୍ୟ ଭୂମିକାରେ ଅଭିନୟ କରିଥିଲେ ସିଦ୍ଧାନ୍ତ ମହାପାତ୍ର ଓ ସୁପ୍ରିୟା ନାୟକ । ସୁଭ୍ରାଂଶୁ, ସୋଫିଆ ଆଲାମ, ଅଶ୍ୱିନୀ ବ୍ରହ୍ମା, ପ୍ରକାଶ ଜେନା, ଶୁଭମ, ପ୍ରଶାନ୍ତ ପାତ୍ର ଆଦି କଳାକାରମାନେ ଏହି କଥାଚିତ୍ରଟିର ବିଭିନ୍ନ ଭୂମିକାରେ ଅଭିନୟ କରିଥିଲେ । ଶିଶୁ କଳାକାର ଭାବରେ ଶୁଭମ, ତ୍ରିଶା, ରିଷିକ ଓ ତେଜ ଅଭିନୟ କରିଥିଲେ । ଏହି କଥାଚିତ୍ରଟି ୨୦୨୩ ମସିହାର ମାର୍ଚ୍ଚ ୩ ତାରିଖରେ ପ୍ରେକ୍ଷାଳୟରେ ମୁକ୍ତିଲାଭ କରିଥିଲା । (from Wikipedia, CC BY-SA)
More like this
Kartabya (2023)
Mana Museum (2023)
Preeti Bandhan (2023)
Mama Weds Papa (2023)
Kasturi (2023)
Lagila Ranga Golapi Golapi (2023)
Prem For Sale (2023)
Bou (2023)- More like this film, on a shelf you can walk up to.It's the lit case on the top shelf.