Bou (2023)

- Country
- India

The catalogue in 3D
The film shelves have a room of their own that you can walk around in. The cat behind the counter is the AI Catbot, and they pick real films from the same catalogue when you tell them what you feel like watching. Nothing is for sale, here or in there. Go in from here and this film is already out on the counter, with more like it waiting on the shelf next to it.
How it feels
An Odia film about a mother and her family. It was released on Mother's Day 2023 on television. The story focuses on family relationships and everyday life.
family-centeredemotionalheartfeltwarmsentimentalrelatablegentle
What happens
ବୋଉ – ଖାଇ ପିଇ, ଦରମା ନାହିଁ ୨୦୨୩ ମସିହାରେ ଦୂରଦର୍ଶନରେ ମୁକ୍ତିଲାଭ କରିଥିବା ଏକ ଓଡ଼ିଆ କଥାଚିତ୍ର । ଏହି କଥାଚିତ୍ରଟି ତରଙ୍ଗ ସିନେ ପ୍ରଡ଼କ୍ସନଦ୍ୱାରା ନିର୍ମିତ ହୋଇଥିଲା । ବି. ଚନ୍ଦନ କୁମାର ଏହି କଥାଚିତ୍ରଟିର କାହାଣୀ, ଚିତ୍ରନାଟ୍ୟ ଓ ସଂଳାପ ରଚନା କରିଥିଇଲେ । ନିର୍ଦ୍ଦେଶକ ମୃତ୍ୟୁଞ୍ଜୟ ସାହୁ ଏହି କଥାଚିତ୍ରଟିର ପ୍ରଯୋଜନା କରିଥିଲେ ଏବଂ ନିର୍ଦ୍ଦେଶନା ଦେଇଥିଲେ । ସଙ୍ଗୀତକାର ଅଭିଜିତ ମଜୁମଦାର ଏହି କଥାଚିତ୍ରଟିର ସ୍ୱର ସଂଯୋଜନା କରିଥିଲେ । ଏହି କଥାଚିତ୍ରଟିର ମୁଖ୍ୟ ଭୂମିକାରେ ଅଭିନୟ କରିଥିଲେ ସ୍ମିତା ମହାନ୍ତି । ପୃଥ୍ୱୀରାଜ ନାୟକ, ବିରଞ୍ଚି ନାରାୟଣ ନାୟକ, ମନସ୍ୱିନୀ ପତି, ତନୁଶ୍ରୀ ଦାଶ, ରାକ୍ଷୀ ଦାଶ, ପୁପିନ୍ଦର ସିଂହ, ପ୍ରିୟାଂଶି, ବିଜୟଲକ୍ଷ୍ମୀ, ଡେଜି, ମାନସ ମିଶ୍ର ଆଦି କଳାକାରମାନେ ଏହି କଥାଚିତ୍ରଟିର ବିଭିନ୍ନ ଭୂମିକାରେ ଅଭିନୟ କରିଥିଲେ । ଏହି କଥାଚିତ୍ରଟି ୨୦୨୩ ମସିହାର ମଇ ୧୪ ତାରିଖରେ ବିଶ୍ୱ ମାତୃତ୍ୱ ଦିବସ ଅବସରରେ ତରଙ୍ଗ ଟିଭି ଓ ତରଙ୍ଗ ପ୍ଲସ୍ରେ ମୁକ୍ତିଲାଭ କରିଥିଲା । (from Wikipedia, CC BY-SA)
More like this
Kartabya (2023)
Bapa Superman (2023)
Kasturi (2023)
Preeti Bandhan (2023)
Mana Museum (2023)
Mama Weds Papa (2023)
Priya Ra Pre-wedding Love Story (2023)
Prem For Sale (2023)- More like this film, on a shelf you can walk up to.It's the lit case on the top shelf.