Ei Bodhe Prema (2025)

- Directed by
- Pinu Nayak
- Country
- India
How it feels
This Odia film is a love story that follows characters as they navigate romantic feelings. It was made for television and features a cast including Asima, Rishik Mishra, and Akshay Bastia.
lightheartedromanticupbeatgentlewarmsimpleeasygoing
What happens
ଏଇ ବୋଧେ ପ୍ରେମ ୨୦୨୫ ମସିହାରେ ଟେଲିଭିଜନରେ ମୁକ୍ତିଲାଭ କରିଥିବା ଏକ ଓଡ଼ିଆ କଥାଚିତ୍ର । ଏହି କଥାଚିତ୍ରଟିର ପ୍ରଯୋଜନା କରିଥିଲେ ଅଜୟ ରାଉତ । ତରଙ୍ଗ ଟିମ୍ ଦ୍ୱାରା ଏହି କଥାଚିତ୍ରଟିର କାହାଣୀ ଓ ଚିତ୍ରନାଟ୍ୟ ରଚନା କରାଯାଇଥିଲା । ଏହି କଥାଚିତ୍ରଟିର ନିର୍ଦ୍ଦେଶନା ଦେଇଥିଲେ ପିନୁ ନାୟକ । ସଙ୍ଗୀତକାର ନିହାର ପ୍ରିୟାଶିଷ ଏହି କଥାଚିତ୍ରଟିର ସ୍ୱର ସଂଯୋଜନା କରିଥିଲେ । ଅସୀମା, ଋଶିକ ମିଶ୍ର, ଅକ୍ଷୟ ବସ୍ତିଆ ଆଦି କଳାକାରମାନେ ଏହି କଥାଚିତ୍ରଟିର ବିଭିନ୍ନ ଭୂମିକାରେ ଅଭିନୟ କରିଥିଲେ । ୧୪ ଡିସେମ୍ବର ୨୦୨୫ରେ ଏହି କଥାଚିତ୍ରଟି ତରଙ୍ଗ ଟିଭି ଓ ତରଙ୍ଗ ପ୍ଲସ୍ରେ ମୁକ୍ତିଲାଭ କରିଥିଲା । (from Wikipedia, CC BY-SA)
More like this
- Tora Mora Prema (2025)
- Bandhu Nuhe Tu Badhu (2025)
- Bhabantara (2025)
- Miss Call Friend (2025)
- Mo Suna Bhaunii (2025)
- Udhara Karibu Satapurusha (2025)
- Parbatipurara Pabanasuta (2025)
- Chhi Re Nani (2025)
Browse movies and series
press Enter to search by title, your filters still apply · for something by mood, tap Discover
Lists: Korean thrillers worth the evening · Anime films beyond Studio Ghibli · Slow films for a rainy night · Horror that unsettles instead of startling · Series you can finish in a weekend · Nordic crime worth the subtitles · Good films that end in under 90 minutes · Documentaries that play like thrillers
Loading movies…