Challenge (2025)

- Country
- India
How it feels
This Odia film follows the story of a group of characters facing various challenges in their lives. The main roles are played by Arddhendu Sahoo and Elina Samantaray. The film was released in theaters on September 26, 2025.
lighthearteddramaticupbeatemotionalaction-orientedfamily-focusedromanticadventurous
What happens
ଚ୍ୟାଲେଞ୍ଜ୍ ୨୦୨୫ ମସିହାରେ ମୁକ୍ତିଲାଭ କରିଥିବା ଏକ ଓଡ଼ିଆ କଥାଚିତ୍ର । ଏହି କଥାଚିତ୍ରଟିର ପ୍ରଯୋଜନା କରିଥିଲେ ଆଦିକନ୍ଦ ସାହୁ । ମାନସ ପଢ଼ିଆରୀ ଏହି କଥାଚିତ୍ରଟିର କାହାଣୀ ଓ ଚିତ୍ରନାଟ୍ୟ ରଚନା କରିଥିଲେ । ଏହି କଥାଚିତ୍ରଟିର ନିର୍ଦ୍ଦେଶନା ଦେଇଥିଲେ ସାଇ କିରଣ ମଙ୍ଗରାଜ । ସଙ୍ଗୀତକାର ଗୌରବ ଆନନ୍ଦ ଓ ଅର୍ଜୁନ ଅନୁପ ଏହି କଥାଚିତ୍ରଟିର ସ୍ୱର ସଂଯୋଜନା କରିଥିଲେ । ଏହି କଥାଚିତ୍ରଟିର ମୁଖ୍ୟ ଭୂମିକାରେ ଅଭିନୟ କରିଥିଲେ ଅର୍ଦ୍ଧେନ୍ଦୁ ସାହୁ ଓ ଏଲିନା ସାମନ୍ତରାୟ । ପୁନୀତ ଇସାର, ଲିପି ମହାପାତ୍ର, ବବି ମିଶ୍ର, ପୁପିନ୍ଦର ସିଂହ, ବିଭାଶ, ରବି ମିଶ୍ର ଆଦି କଳାକାରମାନେ ଏହି କଥାଚିତ୍ରଟିର ବିଭିନ୍ନ ଭୂମିକାରେ ଅଭିନୟ କରିଥିଲେ । ୨୬ ସେପ୍ଟେମ୍ବର ୨୦୨୫ରେ ଏହି କଥାଚିତ୍ରଟି ପ୍ରେକ୍ଷାଳୟରେ ମୁକ୍ତିଲାଭ କରିଥିଲା । (from Wikipedia, CC BY-SA)
More like this
- Bhabantara (2025)
- Bandhu Nuhe Tu Badhu (2025)
- Tume Nathile (2025)
- Parbatipurara Pabanasuta (2025)
- Ladhei (2025)
- Aa Aaa Harsaee (2015)
- Miss Call Friend (2025)
- Ei Bodhe Prema (2025)
Browse movies and series
press Enter to search by title, your filters still apply · for something by mood, tap Discover
Lists: Korean thrillers worth the evening · Anime films beyond Studio Ghibli · Slow films for a rainy night · Horror that unsettles instead of startling · Series you can finish in a weekend · Nordic crime worth the subtitles · Good films that end in under 90 minutes · Documentaries that play like thrillers
Loading movies…