Ladhei (2025)

- Directed by
- Ashok Pati
- Country
- India

The catalogue in 3D
The film shelves have a room of their own that you can walk around in. The cat behind the counter is the AI Catbot, and they pick real films from the same catalogue when you tell them what you feel like watching. Nothing is for sale, here or in there. Go in from here and this film is already out on the counter, with more like it waiting on the shelf next to it.
How it feels
This Odia film tells a story of conflict between two sides. The main characters are played by Lohilaksh Pattanayak and Abhilipsa Raul.
dramaticearnestemotionalstraightforwardintenseseriousgrounded
What happens
ଲଢ଼େଇ ୨୦୨୫ ମସିହାରେ ମୁକ୍ତିଲାଭ କରିଥିବା ଏକ ଓଡ଼ିଆ କଥାଚିତ୍ର । ଏହି କଥାଚିତ୍ରଟିର ପ୍ରଯୋଜନା କରିଥିଲେ ଦେବାଶିଷ ପଟ୍ଟନାୟକ । ଭରଦ୍ୱାଜ ପଣ୍ଡା ଏହି କଥାଚିତ୍ରଟିର କାହାଣୀ, ଚିତ୍ରନାଟ୍ୟ ଓ ସଂଳାପ ରଚନା କରିଥିଲେ ଏବଂ ଅଶୋକ ପତି ଏହି କଥାଚିତ୍ରଟିର ନିର୍ଦ୍ଦେଶନା ଦେଇଥିଲେ । ଏହି କଥାଚିତ୍ରଟିର ମୁଖ୍ୟ ଭୂମିକାରେ ଅଭିନୟ କରିଥିଲେ ଲୋହିଲାକ୍ଷ ପଟ୍ଟନାୟକ ଓ ଅଭିଲିପ୍ସା ରାଉଳ । ଫନି ପ୍ରତୀକ, ବିଭାଶ, କ୍ରିଷ୍ଣା କର, ସୁଶାନ୍ତ ଦାସ ମହାପାତ୍ର, ସୋମୁ, ଅମିୟ ପ୍ରକାଶ, ଲଡ୍ଡୁ, ଚନ୍ଦ୍ର ନାରାୟଣ ମଲ୍ଲିକ, ରାଜୀବ ମହାନ୍ତି, ପ୍ରୀତି ରଞ୍ଜନ, ମଧୁ, କୁଇନ୍, ଅଶୋକ ପଟ୍ଟନାୟକ, ରବି ବେହେରା, ଲିପି, ଚନ୍ଦମା ଆଦି କଳାକାରମାନେ ଏହି କଥାଚିତ୍ରଟିର ବିଭିନ୍ନ ଭୂମିକାରେ ଅଭିନୟ କରିଥିଲେ । ଏହି କଥାଚିତ୍ରଟି ୩୧ ଡିସେମ୍ବର ୨୦୨୫ରେ ପ୍ରେକ୍ଷାଳୟରେ ମୁକ୍ତିଲାଭ କରିଥିଲା । (from Wikipedia, CC BY-SA)
More like this
Bhabantara (2025)
Mun Tuma Sabitri (2026)
Tora Mora Prema (2025)
Parbatipurara Pabanasuta (2025)
Ei Bodhe Prema (2025)
Bye Bye Dil (2022)
Bandhu Nuhe Tu Badhu (2025)
Kanda Mastre (2026)- More like this film, on a shelf you can walk up to.It's the lit case on the top shelf.