Maa Mora Sahabharasa (2025)

- Country
- India

The catalogue in 3D
The film shelves have a room of their own that you can walk around in. The cat behind the counter is the AI Catbot, and they pick real films from the same catalogue when you tell them what you feel like watching. Nothing is for sale, here or in there. Go in from here and this film is already out on the counter, with more like it waiting on the shelf next to it.
How it feels
A family story airing on television in 2025. It focuses on relationships and support within a household.
family-centricemotionalupbeatwarmsimplestraightforwardhopeful
What happens
ମା' ମୋର ସାହାଭରସା ୨୦୨୫ ମସିହାରେ ଦୂରଦର୍ଶନରେ ମୁକ୍ତିଲାଭ କରିଥିବା ଏକ ଓଡ଼ିଆ କଥାଚିତ୍ର । ଏହି କଥାଚିତ୍ରଟିର ପ୍ରଯୋଜନା କରିଥିଲେ ବିଜୟ କାଣ୍ଡୋଇ । ତୁଷାର କୁମାର ସିହ୍ନା ଏହି କଥାଚିତ୍ରଟିର କାହାଣୀ ଓ ଚିତ୍ରନାଟ୍ୟ ରଚନା କରିଥିଲେ ଏବଂ ନିର୍ଦ୍ଦେଶନା ଦେଇଥିଲେ । ଏହି କଥାଚିତ୍ରଟିର ସଂଳାପ ରଚନା କରିଥିଲେ ସୁନିଲ । ସଙ୍ଗୀତକାର ସନ୍ତୋଷ କୁମାର ଏହି କଥାଚିତ୍ରଟିର ସ୍ୱର ସଂଯୋଜନା କରିଥିଲେ । ତୁଷାର କୁମାର ସିହ୍ନା, ବିକ୍ରମ କେଶରୀ ମହାନ୍ତି, ନିକିତା ମିଶ୍ର, ପ୍ରଲିପ୍ତା ପ୍ରିୟଦର୍ଶିନୀ ଆଦି କଳାକାରମାନେ ଏହି କଥାଚିତ୍ରଟିର ବିଭିନ୍ନ ଭୂମିକାରେ ଅଭିନୟ କରିଥିଲେ । ୨୧ ସେପ୍ଟେମ୍ବର ୨୦୨୫ରେ ଏହି କଥାଚିତ୍ରଟି ତରଙ୍ଗ ଟିଭି ଓ ତରଙ୍ଗ ପ୍ଲସ୍ରେ ମୁକ୍ତିଲାଭ କରିଥିଲା । (from Wikipedia, CC BY-SA)
More like this
Anaganaga (2025)
Grihapravesh (2025)
Madras Matinee (2025)
Bhai: The Opening Part (2025)
All The Best Pandya (2025)
W/O Anirvesh (2025)
Piranthanaal Vazhthukal (2025)
Bohu 420 (2025)- More like this film, on a shelf you can walk up to.It's the lit case on the top shelf.