Bighna Binasibe Binayaka (2025)

- Directed by
- Sanjay Nayak
- Country
- India
How it feels
An Odia TV film produced by Kshirod Pattnaik and directed by Sanjay Nayak. It features actors Vikram Kesari Mohanty, Deepika, and Swati Mishra in various roles.
lightheartedmusicaldramaticentertainingfast-pacedwhimsicalsentimentaluplifting
What happens
ବିଘ୍ନ ବିନାଶିବେ ବିନାୟକ ୨୦୨୫ ମସିହାରେ ଟେଲିଭିଜନରେ ମୁକ୍ତିଲାଭ କରିଥିବା ଏକ ଓଡ଼ିଆ କଥାଚିତ୍ର । ଏହି କଥାଚିତ୍ରଟିର ପ୍ରଯୋଜନା କରିଥିଲେ କ୍ଷୀରୋଦ ପଟ୍ଟନାୟକ । ସଞ୍ଜୟ ନାୟକ ଏହି କଥାଚିତ୍ରଟିର ନିର୍ଦ୍ଦେଶନା ଦେଇଥିଲେ । ସଙ୍ଗୀତକାର ବୈଦ୍ୟନାଥ ଦାଶ ଏହି କଥାଚିତ୍ରଟିର ସ୍ୱର ସଂଯୋଜନା କରିଥିଲେ । ବିକ୍ରମ କେଶରୀ ମହାନ୍ତି, ଦୀପିକା, ସ୍ୱାତୀ ମିଶ୍ରଆଦି କଳାକାରମାନେ ଏହି କଥାଚିତ୍ରଟିର ବିଭିନ୍ନ ଭୂମିକାରେ ଅଭିନୟ କରିଥିଲେ । ଏହି କଥାଚିତ୍ରଟି ୩୧ ଅଗଷ୍ଟ ୨୦୨୫ରେ ଜୀ ସାର୍ଥକରେ ମୁକ୍ତିଲାଭ କରିଥିଲା । (from Wikipedia, CC BY-SA)
More like this
- Sunanaki Bohu (2025)
- Tume Nathile (2025)
- Ei Bodhe Prema (2025)
- Vaastav (2025)
- Shambhu (2025)
- Sir (2025)
- Bhabantara (2025)
- Bandhu Nuhe Tu Badhu (2025)
Browse movies and series
press Enter to search by title, your filters still apply · for something by mood, tap Discover
Lists: Korean thrillers worth the evening · Anime films beyond Studio Ghibli · Slow films for a rainy night · Horror that unsettles instead of startling · Series you can finish in a weekend · Nordic crime worth the subtitles · Good films that end in under 90 minutes · Documentaries that play like thrillers
Loading movies…