Underplayed Gems
The whole movie catalogue

Films and series, searchable by what they are

← Back to the shop

Vaastav (2025)

Vaastav poster
Country
India

How it feels

A 2025 Odia film produced by Badrinath Pattanayak, with story and screenplay by Lubun-Tubun and directed by them. It stars Tushar Bedi and Ankita Dash in lead roles, alongside a large ensemble cast. The plot follows the lives of these characters, focusing on their personal relationships and everyday struggles.

lighthearteddramaticordinary-lifefamily-orientedemotionalstraightforwardlow-key

What happens

ବାସ୍ତବ (ଓଡ଼ିଆ କଥାଚିତ୍ର) ୨୦୨୫ ମସିହାରେ ମୁକ୍ତିଲାଭ କରିଥିବା ଏକ ଓଡ଼ିଆ କଥାଚିତ୍ର । ଏହି କଥାଚିତ୍ରଟିର ପ୍ରଯୋଜନା କରିଥିଲେ ବଦ୍ରିନାଥ ପଟ୍ଟନାୟକ । ଲୁବୁନ-ଟୁବୁନ ଏହି କଥାଚିତ୍ରଟିର କାହାଣୀ ଓ ଚିତ୍ରନାଟ୍ୟ ରଚନା କରିଥିଲେ ଏବଂ ନିର୍ଦ୍ଦେଶନା ଦେଇଥିଲେ । ସଞ୍ଜୟ ମହାକୁଳ ଏହି କଥାଚିତ୍ରଟିର ସଂଳାପ ରଚନା କରିଥିଲେ । ସଙ୍ଗୀତକାର ବୈଦ୍ୟନାଥ ଦାଶ ଏହି କଥାଚିତ୍ରଟିର ସ୍ୱର ସଂଯୋଜନା କରିଥିଲେ । ଏହି କଥାଚିତ୍ରଟିର ମୁଖ୍ୟ ଭୂମିକାରେ ଅଭିନୟ କରିଥିଲେ ତୁଷାର ବେଦୀ ଓ ଅଙ୍କିତା ଦାଶ । ରବି ମିଶ୍ର, ଅଭିଜିତ ଦାସ, ପ୍ରଭାତୀ ସାହୁ, ମିଟୁ ମିଥୁନ, ଅଭିଶେକ, ଅମର, ମଧୁ, ଭୂପତି, ଦିବ୍ୟାଂଶୀ ସେନ, ସୋନାଲି, ବିଜୟ, ଲୁଲୁ ଭାଇ, ସାହୁ ବାବୁ ଆଦି କଳାକାରମାନେ ଏହି କଥାଚିତ୍ରଟିର ବିଭିନ୍ନ ଭୂମିକାରେ ଅଭିନୟ କରିଥିଲେ । (from Wikipedia, CC BY-SA)

More like this

This page is from Underplayed Gems. Not quite it? Tell the Catbot what you feel like watching and it picks from the whole catalogue, or browse by genre, country and year.

Lists: Korean thrillers worth the evening · Anime films beyond Studio Ghibli · Slow films for a rainy night · Horror that unsettles instead of startling · Series you can finish in a weekend · Nordic crime worth the subtitles · Good films that end in under 90 minutes · Documentaries that play like thrillers

Loading movies…

What should I watch?