Kabita Banita Lata 2 (2025)

- Country
- India

The catalogue in 3D
The film shelves have a room of their own that you can walk around in. The cat behind the counter is the AI Catbot, and they pick real films from the same catalogue when you tell them what you feel like watching. Nothing is for sale, here or in there. Go in from here and this film is already out on the counter, with more like it waiting on the shelf next to it.
How it feels
This is an Odia language film from India centered around women named Kabita, Banita, and Lata. The story follows their lives and interactions with other characters in a narrative written by Priyabrata Panda and Manas Mallick.
lightheartedmusicalupbeatmoderate-pacedentertainingcolorfulaccessible
What happens
କବିତା ବନିତା ଲତା ୨ ୨୦୨୫ ମସିହାରେ ମୁକ୍ତିଲାଭ କରିଥିବା ଏକ ଓଡ଼ିଆ କଥାଚିତ୍ର । ଏହି କଥାଚିତ୍ରଟିର ପ୍ରଯୋଜନା କରିଥିଲେ ଶୁଭଲକ୍ଷ୍ମୀ ପଟ୍ଟନାୟକ । ପ୍ରିୟବ୍ରତ ପଣ୍ଡା ଓ ମାନସ ମଲ୍ଲିକ ଏହି କଥାଚିତ୍ରଟିର କାହାଣୀ, ଚିତ୍ରନାଟ୍ୟ ଓ ସଂଳାପ ରଚନା କରିଥିଲେ । ଏହି କଥାଚିତ୍ରଟିର ନିର୍ଦ୍ଦେଶନା ଦେଇଥିଲେ ମୃତ୍ୟୁଞ୍ଜୟ ସାହୁ । ସଙ୍ଗୀତକାର ଦୀପକ କୁମାର ଏହି କଥାଚିତ୍ରଟିର ସ୍ୱର ସଂଯୋଜନା କରିଥିଲେ । ଏହି କଥାଚିତ୍ରଟିର ମୁଖ୍ୟ ଭୂମିକାରେ ଅଭିନୟ କରିଥିଲେ ସିମ୍ରନ, ହିତେଇଶା ଓ ସୁଲଗ୍ନା ।ତୁଷାର, ଚନ୍ଦନ, ପ୍ରଦ୍ୟୁମ୍ନ ଲେଙ୍କା, ପ୍ରତିଭା ପଣ୍ଡା, ପ୍ରତିଚୀ, ଦେବୁ ବ୍ରହ୍ମା, ଲଭ୍ରୀନ ଖାନମ୍ ଆଦି କଳାକାରମାନେ ଏହି କଥାଚିତ୍ରଟିର ବିଭିନ୍ନ ଭୂମିକାରେ ଅଭିନୟ କରିଥିଲେ । (from Wikipedia, CC BY-SA)
More like this
Parbatipurara Pabanasuta (2025)
Ei Bodhe Prema (2025)
Bandhu Nuhe Tu Badhu (2025)
Miss Call Friend (2025)
Chhi Re Nani (2025)
Kabita Banita Lata 3 (2026)
Udhara Karibu Satapurusha (2025)
Shambhu (2025)- More like this film, on a shelf you can walk up to.It's the lit case on the top shelf.